ତାଜା ଖବର ବିଜେପୁର ଉପନିର୍ବାଚନ ରେ କଂଗ୍ରେସର ପରିସ୍ଥିତି ଭଲ ନାହିଁ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । ବିଜେପୁର ନିର୍ବାଚନ ପାଇଁ ମାତ୍ର ୨୦ ଲକ୍ଷ ଟଙ୍କା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବିଜେପି, ବିଜେଡ଼ି ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି, କଂଗ୍ରେସ ସେଠି ଖାପ ଖୁଆଇ ପାରିବ ନାହିଁ । October 21, 2019 ')}
ତାଜା ଖବର ବିଜେପୁର ଉପନିର୍ବାଚନ । ବିଜେଡ଼ି ନେତା ସମୀର ରଞ୍ଜନ ଦାସଙ୍କ ପ୍ରତିକ୍ରିୟା । ବିଜେପୁରରେ ଆମେ ଭଲ କରିବୁ । ଲୋକ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି । October 21, 2019 ')}
ତାଜା ଖବର ସ୍ମିତାରାଣୀ ହତ୍ୟା ମାମଲା । ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା । ଏହାକୁ ନେଇ ରାଜନୀତି ନ କରାଯାଉ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି । October 21, 2019 ')}
ତାଜା ଖବର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ନାଗାପଲ୍ଲୀ ରିଜର୍ଭ ଫରେଷ୍ଟରେ ବାଘ । କଲରାପତରିଆ ବାଘର ପାଦଚିହ୍ନ ଠାବ କଲା ବନବିଭାଗ । October 19, 2019 ')}
ତାଜା ଖବର କଟକ ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ କାରଖାନାରେ ଚଢ଼ାଉ । ୫ଟ୍ରକ୍ ବାଣ ଓ ବାଣ ତିଆରି ସାମଗ୍ରି ଜବତ,୧୨ଜଣ ଅଟକ । October 19, 2019 ')}
ତାଜା ଖବର ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ । ବିଳମ୍ବିତ ରାତିରେ କେନ୍ଦ୍ରାପଡାର ଜଲି ଛକ ଠାରୁ ଜବତ କଲା ପୋଲସ । କଣ୍ଟେନର ସହ ୧୨ଜଣ ଗୋଚାଲଣକାରୀ ଗିରଫ । October 19, 2019 ')}