ତାଜା ଖବର ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ୨୩ ରୁ ୨୫ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । October 22, 2019 ')}
ତାଜା ଖବର ଭୁବନେଶ୍ୱର ଲିଙ୍ଗରାଜ ଥାନା ସାମନ୍ତରାପୁର ଦିବ୍ୟ ବିହାର ଲେନରେ ବୃଦ୍ଧ ଦଂପତ୍ତିଙ୍କୁ ବାନ୍ଧି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ। ବ୍ୟାଙ୍କ ମ୍ୟାନେଜର ବିଷ୍ଣୁ ଚରଣ ପଲାଇଙ୍କ ଘରୁ ଲୁଟ୍ ସୂଚନା । October 22, 2019 ')}
ତାଜା ଖବର ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡ଼ିଓ ଭାଇରାଲ ପ୍ରସଙ୍ଗ । ଭାଇରାଲ ଭିଡିଓ ଫୁଟେଜ ଯାଂଚ କରିବାକୁ ନିର୍ଦେଶ । ଯାଂଚ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୂଚନା । October 22, 2019 ')}
ତାଜା ଖବର ନୂଆପଡା : କୋମନା ବ୍ଲକ୍ ଦେଓଦରା ଗାଁରେ ପୁଣି ବାଘ ଆତଙ୍କ । ରାତିରେ ୨ଟି ଛେଳି ମାରି ଜଙ୍ଗଲ ଭିତରକୁ ନେଇଥିବା ସୂଚନା । ପାଦ ଚିହ୍ନରୁ କଲରାପତରିଆ ବାଘ ସନ୍ଦେହ ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ । ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କ ୩ ଗାଈକୁ ମାରି ଖାଇଥିଲା । ବାଘ ଗାଁ ଲୋକେ ଭୟଭୀତ । October 21, 2019 ')}
ତାଜା ଖବର ଭଦ୍ରକ : ବିଡ଼ିଓଙ୍କୁ ଯୁବକଙ୍କ ଅଶାଳୀନ ବ୍ୟବହାର ଘଟଣାରେ ନୂଆ ମୋଡ । ଅଭିଯୁକ୍ତର ବାପାଙ୍କ ହୃଦଘାତରେ ମୃତ୍ୟୁ । ମୃତ ଶରୀରକୁ ଧାମନଗର ତହସିଲ ସମ୍ମୁଖରେ ରଖି ପରିବାର ଲୋକଙ୍କ ପକ୍ଷରୁ ଧାରଣା । ପ୍ରଶାସନ ଓ ପୋଲିସର ଅତ୍ୟଧିକ ଚାପ ଯୋଗୁଁ ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ । October 21, 2019 ')}