ତାଜା ଖବର

ବାଲିଗୁଡ଼ା: ପରମପଙ୍ଗାରେ ସିରିଜ୍ ଚୋରି । ବିଳମ୍ବିତ ରାତିରେ ୫ଟି ଦୋକାନ ତାଡ଼ି ଚୋରି ଅଭିଯୋଗ । ଏକଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି ସୂଚନା...

ଭଞ୍ଜନଗର: ତାରାସିଂ ଥାନା ଲଣ୍ଡେଇ ପାହାଡ଼ରେ ପୋଲିସର ଚଢାଉ । ୨୫ଟି ଡିଟୋନେଟର ସହ ୫ ଟ୍ରାକ୍ଟର ଜବତ, ୧୧ ପଥର ମାଫିଆ ଗିରଫ ।

ବଲାଙ୍ଗିର: ପାଟଣାଗଡ଼ ବ୍ଲକ ଗଙ୍ଗସାଗର ଗାଁରେ ଗୁଳିମାଡ଼ । ଲୁଟ୍ ପାଇଁ ଆସି ଦୁର୍ବୃତ୍ତ ଗୁଳି ଚଳାଇଥିବା ସୂଚନା । ଗଙ୍ଗସାଗରର ନବୀନ ମେହେର ଗୁରୁତର, ମେଡିକାଲରେ...

ଆସିକା: କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ମେଳି ବାନ୍ଧି ବିଦେଶୀ ମଦ ଦୋକାନ ଭାଙ୍ଗିବା ସହ ନିଆଁ ଲଗାଇ ଦେଲେ...