ତାଜା ଖବର

ଭୁବନେଶ୍ୱର: କଟକ ସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଶ୍ୱାଶତ ମିଶ୍ରଙ୍କ ଚିଠି । ସ୍ନାତକ ପାଠ୍ୟକ୍ରମରେ ଓଡ଼ିଶାର ପିଲାଙ୍କ ଲାଗି ୨୫ ପ୍ରତିଶତ...

ଦିଗପହଣ୍ଡି: କେ.ନୂଆଁଗାଁ ଥାନା ଚିକିଟି ଅଳପୁରରେ ଦୁର୍ଘଟଣା । ଚକା ପାଟିଯାଇ ବାଇକକୁ ଧକ୍କାଦେଲା ଟ୍ରାକ୍ଟର । ଘଟଣାସ୍ଥଳରେ ଚିକିତିପେଣ୍ଠ ଅଞ୍ଚଳର ବାଇକ୍ ଆରୋହୀ ସୁନୀଲ ସାହୁ...

1 min read

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା NEETରେ ନାମ ପଞ୍ଜିକରଣ ସମୟ ସୀମା ବୃଦ୍ଧି । ଜାନୁଆରୀ ୬ ତାରଖ ଯାଏଁ ବଢ଼ିଲା ପଞ୍ଜିକରଣ ଅବଧି ।

ପୁରୀ: ସଦର ଥାନା ଷଣ୍ଢପୁର ଗାଁରେ ବୋମାମାଡ଼ । ଜମିଜମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼, ୫ ଆହତ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା...

ଭୁବନେଶ୍ୱର: ୪ ମାସରେ ରେକର୍ଡ ସଂଖ୍ୟକ ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ବିଭିନ୍ନ ଆରଟିଓରୁ ୮ ଲକ୍ଷ ଏଲ୍ଏଲ୍ ଇସ୍ୟୁ । ୨୦୧୮ ବର୍ଷରେ ଇସ୍ୟୁ ହୋଇଥିଲା...

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ । ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍‌ଲି ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।