ତାଜା ଖବର ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ହାଉସକିପିଂ ସୁପରଭାଇଜର କବୀର ମୋହନ ଦୀପ । ଅସ୍ଥାୟୀ ସୁଇପର ଭାବେ ନିଯୁକ୍ତି ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା କୋରାପୁଟ ଭିଜିଲାନ୍ସ ଡିଭିଜନ । November 16, 2019 ')}
ତାଜା ଖବର କେରଳ : କଡ଼ା ସୁରକ୍ଷା ମଧ୍ୟରେ ଆଜି ଖୋଲିବ କେରଳର ସାବରିମାଳା ମନ୍ଦିର । ୧୦ ହଜାରରୁ ଅଧିକ ପୋଲିସ ମୁତୟନ । ମହିଳା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦେବାକୁ ମନାକଲେ କେରଳ ସରକାର । ଗତକାଲି ସୁପ୍ରିମକୋର୍ଟ ବୃହତ୍ତର ବେଞ୍ଚକୁ ପଠାଇଛନ୍ତି ମାମଲା । November 16, 2019 ')}
ତାଜା ଖବର ଭୁବନେଶ୍ୱର: ଗାନ୍ଧିଜୀଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ସମ୍ବଳିତ ସମସ୍ତ ପୁସ୍ତିକା ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ । ସବୁ ଡିଇଓ, ଡିପିସି, ବିଇଓମାନଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି । ସବୁ ସଫ୍ଟ କପି ପ୍ରତ୍ୟାହାର ସହ ପାମ୍ପଲେଟ, କପି ନଷ୍ଟ କରିବାକୁ ନିର୍ଦ୍ଦେଶ । November 16, 2019 ')}
ତାଜା ଖବର ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସବୁ ଦଳର ପ୍ରତିନିଧି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । November 16, 2019 ')}
ତାଜା ଖବର ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଗୋଟିଏ ଇନିଂସ ଓ ୧୩୦ ରନରେ ଜିତିଲା ଭାରତ । ୨ ଟିକିଆ ଟେଷ୍ଟ ସିରିଜ୍ ଭାରତ ୧-୦ରେ ଆଗୁଆ । November 16, 2019 ')}
ତାଜା ଖବର ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ବିରୋଧୀ ଦଳ ନେତା, ଅର୍ଥମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ କିଛି ବିଧାୟକଙ୍କୁ ବୈଠକକୁ ଆମନ୍ତ୍ରଣ । November 15, 2019 ')}
ତାଜା ଖବର ରାଫେଲ ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ବିଜେପିର ଦାବି । ଆସନ୍ତାକାଲି ରାଜ୍ୟ ସମତେ ସାରା ଦେଶରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବ ବିଜେପି । ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସୂଚନା । November 15, 2019 ')}
ତାଜା ଖବର ମୁମ୍ବାଇ : ଏନସିପି ନେତା ଶରଦ ପାଓ୍ୱାରଙ୍କ ପ୍ରତିକ୍ରିୟା, ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ । ସରକାର ପୂର୍ଣ୍ଣକାଳ ୫ ବର୍ଷ ଯାଏଁ କାର୍ଯ୍ୟ କରିବ । ଶିବସେନାକୁ ଏନସିପି ପୂର୍ଣ୍ଣକାଳ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜିଥିବା ନେଇ ଚର୍ଚ୍ଚା ଜୋର । November 15, 2019 ')}
ତାଜା ଖବର ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା ଡାକିଲେ ସର୍ବ ଦଳୀୟ ବୈଠକ । ଆସନ୍ତାକାଲି ଏହି ବୈଠକ ଅନୁଷ୍ଠିତ ହେବ। ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ନଭେମ୍ୱର ୧୭ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । November 15, 2019 ')}
ତାଜା ଖବର ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ୨୦୧୭ରେ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଚ୍ୟାଲେଞ୍ଜ । ମଧୁ କୋଡା, ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ। November 15, 2019 ')}