ତାଜା ଖବର ମୋହନା: ଅଡ଼ବା ଥାନା ଗୁଣ୍ଡୁରିପଙ୍କା ଜଙ୍ଗଲରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୭୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୧୪ କୋଟି ୨୦ ଲକ୍ଷ ଟଙ୍କାର ୧ ଲକ୍ଷ ୪୨ ହଜାର ଗଛ ନଷ୍ଟ । November 10, 2019 ')}
ତାଜା ଖବର ରାଉରକେଲା: ୨ ଜଣ ଯୁବତୀଙ୍କୁ ଅସଦାଚରଣ ସହ ଧମକ ଦେବା ଅଭିଯୋଗ । OSAP ଚତୁର୍ଥ ବାଟାଲିୟନର କନେଷ୍ଟବଳ ଅଟକ । ୨ କନେଷ୍ଟବଳଙ୍କୁ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସର ପଚରାଉଚରା । November 10, 2019 ')}
ତାଜା ଖବର ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ, ଅଯୋଧ୍ୟାରେ ନିର୍ମାଣ ହେବ ରାମମନ୍ଦିର । ବିକଳ୍ପ ସ୍ଥାନରେ ମସଜିଦ୍ ପାଇଁ ଯୋଗାଇ କେନ୍ଦ୍ର ସରକାର ଦେବେ ୫ ଏକର ଜମି । ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଗଠନ ହେବ ଟ୍ରଷ୍ଟ ବୋର୍ଡ । ବୋର୍ଡକୁ ବିବାଦୀୟ ଜମି ହସ୍ତାନ୍ତର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । November 9, 2019 ')}
ତାଜା ଖବର ନୂଆଦିଲ୍ଲୀ : ୧୯୯୮ ବ୍ୟାଚର ଆଇପିଏସ୍ ଅଫିସର ରବି କାନ୍ତଙ୍କୁ ନୂଆ ଦାୟିତ୍ୱ । ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ସ୍ୱତନ୍ତ୍ର ଆବାସିକ କମିଶନର ନିଯୁକ୍ତ । November 9, 2019 ')}
ତାଜା ଖବର ନୂଆଦିଲ୍ଲୀ : ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅନୁଦାନ ରାଶିର ବକେୟା ସ୍ଥିତି ସଂପର୍କରେ ନୂଆଦିଲ୍ଲୀରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟିର କାର୍ଯ୍ୟକାରିତା ଉପରେ ମଧ୍ୟ ହେଲା ସମୀକ୍ଷା । ୭ ନଭେମ୍ବର ସୁଦ୍ଧା CSSର ୭,୫୪୪ କୋଟି ଟଙ୍କା ବକେୟା ନେଇ ଅବଗତ ହେଲେ ମୁଖ୍ୟମନ୍ତ୍ରୀ । November 9, 2019 ')}
ତାଜା ଖବର ରାଜସ୍ଥାନ : ଅଯୋଧ୍ୟା ରାୟକୁ ଦୃଷ୍ଟିରେ ରଖି ରାଜସ୍ଥାନର ଆଜମେର୍ ଜିଲ୍ଲାରେ ୧୪୪ ଧାରା ଜାରି । ଆଜମେରରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ । ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଉପରେ କଟକଣା November 9, 2019 ')}
ତାଜା ଖବର ୮ ତାରିଖ ସକାଳ ୮ଟା ୩୦ରୁ ଆଜି ସକାଳ ୫ଟା ୩୦ ସୁଦ୍ଧା ପାରାଦୀପରେ ୧୪୬ ମିମି, ଚାନ୍ଦବାଲିରେ ୧୧୩ ମିମି, ବାଲେଶ୍ୱରରେ ୨୮ ମିମି ବର୍ଷା ହୋଇଛି । November 9, 2019 ')}
ତାଜା ଖବର ରାଜସ୍ଥାନ : ଅଯୋଧ୍ୟା ରାୟକୁ ଦୃଷ୍ଟିରେ ରଖି ରାଜସ୍ଥାନର ଆଜମେର୍ ଜିଲ୍ଲାରେ ୧୪୪ ଧାରା ଜାରି । ଆଜମେରରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ । ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଉପରେ କଟକଣା November 9, 2019 ')}
ତାଜା ଖବର ଜମ୍ମୁ କଶ୍ମୀର: କେଜି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜଣେ ଯବାନ ସହିଦ । November 8, 2019 ')}