ତାଜା ଖବର

ଜଳେଶ୍ୱର: ଭୋଗରାଇ ଥାନା ଗୁନେଇବସାଣ ଗାଁରେ ଖୁଣ୍ଟରେ ବାନ୍ଧି ୩ ରୋଡ୍ ରାମିଓଙ୍କୁ ଖୁଣ୍ଟର ବାନ୍ଧିଲେ ଗ୍ରାମବାସୀ । ମହିଳାଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ...

ପୁରୀ: ପଥୁରିଆ ସାହିରେ ହତ୍ୟାକାଣ୍ଡ । ମୃତକ ହେଲେ ନାରାୟଣ ମହାରଣା । ସନ୍ଦେହରେ ଭଡ଼ାଟିଆ । ଘଟଣାର ତଦନ୍ତ କରୁଛି ଟାଉନ ଥାନା ପୋଲିସ ।...

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋଟପଲି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ ଜଣେ ଗୁରୁତର ।

ଜଗତସିଂହପୁର: ବାଲିକୁଦା ଅଳାଭରରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ । ଦେବରାଜ ବିଶ୍ୱାଳ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ଦେବରାଜଙ୍କ...