ତାଜା ଖବର କାଂଶବାହାଲ ଇଏସ୍ଆଇ ହସ୍ପିଟାଲର ବରିଷ୍ଠ କିରାଣୀ ବିଷ୍ଣୁ ଚରଣ ମଲ୍ଲିକ ଏକ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ। ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରାଙ୍କ ଜିପିଏଫ ଟଙ୍କା କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ। କିରାଣୀ ବିଷ୍ଣୁ ଚରଣ ମଲ୍ଲିକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । October 22, 2019 ')}
ତାଜା ଖବର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଲେ ପଡ଼ୋଶୀ ମନଜିତ୍ ଦାସ । ସୋସିଆଲ ମିଡିଆରେ ମାନହାନୀ କରୁଥିବା ଅଭିଯୋଗରେ ଦେଲେ ଏତଲା ।ପୂର୍ବରୁ ଗଣ୍ଡଗୋଳ କରିବା ଅଭିଯୋଗରେ ମନଜିତଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ସାଂସଦ ଅନୁଭବ । October 22, 2019 ')}
ତାଜା ଖବର କଟକ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ସୂତାହାଟ ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଉଦ୍ଧାର ଶିଶୁକନ୍ୟାଟି ଜୀବିତ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁକନ୍ୟା ଉଦ୍ଧାର । ଶିଶୁକନ୍ୟା କଟକ ଶିଶୁ ଭବନରେ ଭର୍ତ୍ତି । ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା । October 22, 2019 ')}
ତାଜା ଖବର ଭୁବନେଶ୍ୱର ବମିଖାଲ କେନାଲ ରୋଡରୁ ଏକ ସଦ୍ୟଜାତ ଶିଶୁକୁ ଉଦ୍ଧାର କଲା କମିଶନରେଟ ପୋଲିସ। October 22, 2019 ')}
ତାଜା ଖବର ରାଉରକେଲା : ସେକ୍ଟର ୨ ବେଆଇନ ସ୍କ୍ରାପ ଗୋଦାମରେ ଚଢାଉ । ଖରିଆବାହାଲ ବସ୍ତିରେ ଚାଲିଥିଲା ବେଆଇନ ସ୍କ୍ରାପ ଗୋଦାମ । ଗୋଦାମ ମାଲିକ କପିଳ ସିଂହଙ୍କ ସହ ଜଣେ କର୍ମଚାରୀ ଅଟକ । October 22, 2019 ')}
ତାଜା ଖବର ଜିଲ୍ଲା ଗସ୍ତ ବେଳେ ଅନାଥାଶ୍ରମ ଓ ସ୍କୁଲରେ ମଧ୍ୟାହ୍ନ ଭୋଜନ କରନ୍ତୁ ମନ୍ତ୍ରୀମାନେ: ନବୀନ ପଟ୍ଟନାୟକ October 22, 2019 ')}
ତାଜା ଖବର ବାଲେଶ୍ୱର : ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ନୀଳଗିରି ଥାନା ଗୋପୀନାଥପୁର ନୂଆସାହି ଗାଁର ଘଟଣା । ନୀଳଗିରି ଥାନରେ ଆତ୍ମସମର୍ପଣ କଲା ସ୍ୱାମୀ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । October 22, 2019 ')}
ତାଜା ଖବର କଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ସ୍ୱତନ୍ତ୍ର ୱାର୍ଡରେ ୬୦ ରୋଗୀ ଚିକିତ୍ସାଧିନ । ୮୨ ଜଣଙ୍କ ନମୁନାରୁ ୧୬ ଡେଙ୍ଗୁ ରୋଗୀ ଚିହ୍ନଟ । October 22, 2019 ')}
ତାଜା ଖବର ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡ଼ିଓ ଭାଇରାଲ ପ୍ରସଙ୍ଗ । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା , ଘଟଣା ଦୁର୍ଭାଗ୍ୟଜନକ । ଘଟଣାର ତଦନ୍ତ କରୁଛି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ରିପୋର୍ଟ ଆସିଲା ପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । October 22, 2019 ')}
ତାଜା ଖବର ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି । ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବ୍ୟବସ୍ଥା । ଅପରାହ୍ଣ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । October 22, 2019 ')}