ତାଜା ଖବର ନୟାଗଡ଼: ଫତେଗଡ଼ ଥାନା କଚାରା ସାହି ଛକ ନିକଟରେ ଦୁର୍ଘଟଣା । ଗଛରେ ପିଟି ହେଲା ବାଇକ୍; ସ୍ୱାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର । October 27, 2019 ')}
ତାଜା ଖବର ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଆରବ ଗସ୍ତ ବେଳେ ବାୟୁ ସୀମା ବ୍ୟବହାର କରିବାକୁ ମନା କଲା ପାକିସ୍ତାନ । October 27, 2019 ')}
ତାଜା ଖବର ଜମ୍ମୁ କଶ୍ମୀର: ରାଜୌରୀରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । October 27, 2019 ')}
ତାଜା ଖବର ଜଗତସିଂହପୁର: ପୁନଙ୍ଗରେ ଘର କାନ୍ଥ ପଡ଼ି ଦମ୍ପତି ଗୁରୁତର । ପତ୍ନୀ ହୀରା ଦେଇ ଜିଲ୍ଲା ମେଡିକାଲରେ ଭର୍ତ୍ତି, ସ୍ୱାମୀ ବାବାଜୀ ଭୋଇ କଟକ ସ୍ଥାନାନ୍ତର । October 27, 2019 ')}
ତାଜା ଖବର ଭୁବନେଶ୍ୱର: SOS ଭିଲେଜ ପିଲାଙ୍କ ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଲାଙ୍କୁ ଦେଲେ ଉପହାର । SOS ଭିଲେଜର ବିକାଶ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ । October 27, 2019 ')}
ତାଜା ଖବର ଭଦ୍ରକ: କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ, ଭଦ୍ରକ ମେଡିକାଲରେ ଭର୍ତ୍ତି । ଖାଦ୍ୟରେ ଝିଟିପିଟି ପଡ଼ିଥିବା ଅଭିଯୋଗ । October 26, 2019 ')}
ତାଜା ଖବର କଟକ: ନିମସାହିରେ ପୁରୀଘାଟ ଥାନା ପୋଲିସର ଚଢ଼ାଉ । ପ୍ରାୟ ୨ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୬ ଗିରଫ । October 26, 2019 ')}
ତାଜା ଖବର ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା କୁସଙ୍ଗ ଗାଁରେ ଦେଶୀ ବନ୍ଧୁକ କରଖାନା ଠାବ । ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ । ଘଟଣାରେ ୨ ଜଣଙ୍କୁ ଗିରଫ କଲା ସୋନପୁର ପୋଲିସ । October 26, 2019 ')}
ତାଜା ଖବର ଭୁବନେଶ୍ୱର: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ । ଚୋରା ସାମଗ୍ରୀ ଚାଲାଣରେ ଜବତ ଗାଡ଼ିକୁ ଛାଡିବା ପାଇଁ ନେଉଥିଲେ ଲାଞ୍ଚ । October 26, 2019 ')}