LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Home
Blog
Page 7640
ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ‘ବୁଲବୁଲ୍’, ପାରାଦୀପରେ ବର୍ଷା ଆରମ୍ଭ । ଟ୍ୱିନ୍ ସିଟିରେ କୋହଲା ପାଗ
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
November 8, 2019
0
ଅତି ଭୟଙ୍କର ବାତ୍ୟାରେ ପରିଣତ ହେଲା ‘ବୁଲବୁଲ୍’ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର । ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୯୦ କିମିରେ ଦୂରରେ ‘ବୁଲବୁଲ୍’ ।
ତାଜା ଖବର
Nandighosha Tv
-
November 8, 2019
0
ଯାଜପୁର: ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆଜି ଓ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କଲେ ଯାଜପୁର ଜିଲ୍ଲାପାଳ ।
ତାଜା ଖବର
Nandighosha Tv
-
November 8, 2019
0
ଜମ୍ମୁ କଶ୍ମୀର: କେଜି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜଣେ ଯବାନ ସହିଦ ।
ତାଜା ଖବର
Nandighosha Tv
-
November 8, 2019
0
ଝାରସୁଗୁଡ଼ା: ଚୌକିପଡ଼ା ରେଳ ଫାଟକ ନିକଟରେ ଟ୍ରେନ୍ ଧକ୍କାର ଜଣେ ମହିଳା ମୃତ । ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ । ରେଳବାଇ ପୋଲିସର ତଦନ୍ତ ।
ତାଜା ଖବର
Nandighosha Tv
-
November 8, 2019
0
ଉତ୍ତର ଉପକୂଳ ଓଡ଼ିଶାରେ ଏମିତି କ୍ଷତି ପହଞ୍ଚାଇପାରେ ବାତ୍ୟା ‘ବୁଲବୁଲ୍’
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
November 8, 2019
0
କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ହାତୀପଲ । କୁଜିଆମ ଜଙ୍ଗଲରେ ବୁଲୁଛନ୍ତି ଝାଡ଼ଖଣ୍ଡରୁ ଆସିଥିବା ୧୭ ଟିକିଆ ହାତୀପଲ ।
ତାଜା ଖବର
Nandighosha Tv
-
November 8, 2019
0
୮ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ବୁଲବୁଲ୍’ । ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୪୨୦ କିମି ଦୂରରେ ରହିଛି । ପଶ୍ଚିମବଙ୍ଗର ସାଗର ଦ୍ୱୀପ ଠାରୁ ୫୬୦ ଓ ବାଂଲାଦେଶର ଖେପୁପାରା ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିମି ଦୂରରେ ବାତ୍ୟା ।
ତାଜା ଖବର
Nandighosha Tv
-
November 8, 2019
0
‘ବୁଲବୁଲ୍’ ପ୍ରଭାବରେ ଆଜିଠୁ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
November 8, 2019
0
ବଡ଼ ଭଉଣୀ ତାଗିଦ କରିବାରୁ ସାନ ଭଉଣୀ କଲା ଏମିତି କାମ
ଜାତୀୟ
Nandighosha Tv
-
November 8, 2019
0
1
...
7,639
7,640
7,641
...
7,762
Page 7,640 of 7,762