spot_img

Samar Sahoo

948 POSTS

Exclusive articles:

ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ଯାରେ ଉନ୍ନତି ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ଯ ସରକାରଙ୍କ ଫୋକସରେ ବରିଷ୍ଠ ନାଗରିକ । ଏବେ ବୟସ୍କ ମାନଙ୍କ ଅନୁପାତ ବୃଦ୍ଧି ଘଟୁଥିବାରୁ ରାଜ୍ଯ ବରିଷ୍ଠ ନାଗରିକ ନୀତିରେ ସଂଶୋଧନ କରାଯିବ । ଓଡିଶା ବରିଷ୍ଠ ନାଗରିକ...

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ହାଲୁକା ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଲାଗିରହିଛି କୋହଲା ପାଗ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ହାଲୁକା ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର...

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସମସ୍ତ ଅଧିକାରୀଙ୍କୁ ସ୍ଵତନ୍ତ୍ର ଟ୍ରେନିଂ

ଭୁବନେଶ୍ୱର : କମିଶନରେଟ ପୋଲିସ ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ କମିଶନର ସଞ୍ଜୀବ...

ଭାରତର ଉତ୍ତର ପୂର୍ବ ଲୋକଙ୍କ ସହ କାହିଁକି ସମ୍ପର୍କ ବାନ୍ଧିବାକୁ ଚାହୁଁଛନ୍ତି ତାଇୱାନର ଶ୍ରମମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ତାଇୱାନର ଶ୍ରମ ମନ୍ତ୍ରୀ ସୁ ମିଙ୍ଗ-ଚୁନ୍ ନିକଟରେ ଭାରତକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ଜାତିଭିତ୍ତିକ ମନ୍ତବ୍ୟ କୁହାଯାଉଛି । ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି । ବାସ୍ତବରେ...

ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଜାଗର ପାଇଁ କେମିତି ରହିଛି ପ୍ରସ୍ତୁତି ?

ଢେଙ୍କାନାଳ : ରାତି ପାହିଲେ ଜାଗର ଯାତ୍ରା । ଢେଙ୍କାନାଳର ପ୍ରସିଦ୍ଧ ଶୈବ ପୀଠ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି...

Breaking

ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡକୁ ଯିବା ସହ ଲୋକଙ୍କ ସହ ଆଲୋଚନା କରିବେ ନବୀନ

ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡକୁ ଯିବା ସହ ଲୋକଙ୍କ...

ରାତି ପାହିଲେ କୋଟିଆରେ ନିର୍ବାଚନ; ସୀମା ସୁରକ୍ଷା ପାଇଁ ଓଡ଼ିଶାର ଆରପାର୍ ଲଢ଼େଇ

ରାତି ପାହିଲେ କୋଟିଆରେ ନିର୍ବାଚନ; ସୀମା ସୁରକ୍ଷା ପାଇଁ ଓଡ଼ିଶାର ଆରପାର୍...

ଓଡ଼ିଶାର ତୀବ୍ର ପ୍ରତିବାଦ, ପଛକୁ ହଟିଲା ଆନ୍ଧ୍ର

ଓଡ଼ିଶାର ତୀବ୍ର ପ୍ରତିବାଦ, ପଛକୁ ହଟିଲା ଆନ୍ଧ୍ର ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର...

ଛାତ୍ରୀ ହଷ୍ଟେଲରେ ଜଣ୍ଡିସ୍ ଆତଙ୍କ! ସୋୟାବିନ୍ ତରକାରୀରୁ ବାହାରିଲା ମଲା ବେଙ୍ଗ

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀ ହଷ୍ଟେଲରେ ଜଣ୍ଡିସ ଆତଙ୍କ ।...