spot_img

Santosh Reddy

213 POSTS

Exclusive articles:

ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁରୁବାର ରେକଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରାଜ୍ୟ ଏବଂ ରାଜଧାନୀରେ କମିବାର ନା ହିଁ ଧରୁନାହିଁ । ତେବେ ଗୁରୁବାର ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୫ ଜଣ  । ସେପଟେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ ଜଣ ଏବେ ରାଜଧାନୀରେ ସକ୍ରିୟ ରହିଛନ୍ତି । ୩୩ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ପଟିଆର ଏକ ଘରୋଇ ଡାକ୍ତରଖାନାରୁ ୧, ଆଇଆର୍‌ସି ଭିଲେଜରୁ ୧, ୟୁନିଟ ୧ରୁ ୨, ନୟାପଲି ନୂଆସାହିରୁ ୧, ଆଇଆରସି ଭିଲେଜରୁ ୧, ୟୁନିଟ ୯ ଗ୍ରିଡକୋ କଲୋନୀରୁ ୧, ୟଚନିଟ ୨ରୁ ୧, ୟୁନିଟ ୪ ଏମ୍‌ଏଲ୍‌ଏ କରୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ପାଖରୁ ୧, ପୋଖରୀପୁଟ ଲିଙ୍ଗରାଜ ଆପାର୍ଟମେଣ୍ଟରୁ ୧.....

ଫେଲ୍‌ ମାରିଛି ପାଣି ପ୍ରକଳ୍ପ: କାର୍ଯ୍ୟକ୍ଷମ ହେଉନି ପୁରୁଣା, ନୂଆକୁ ବିରୋଧ

 ଚଣ୍ଡିଖୋଲ: ଲୋକଙ୍କୁ ଜଳ ସଙ୍କଟରୁ ମୁକ୍ତି ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା  । ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ହୋଇଥିଲା ତାହା ଏବେ ସ୍ଥାଣୁ ପାଲଟିଯାଇଛି  ।...

ଚୀନ ସହ ସୀମା ବିବାଦ ବେଳେ ଜରୁରୀକାଳୀନ ଶକ୍ତି ବ୍ୟବହାର କରି ଫ୍ରାନ୍ସରୁ ଆସିଲା ହାମର, ଜାଣନ୍ତୁ ଏ ହାମର କଣ

ନୂଆଦିଲ୍ଲୀ: ଚୀନ୍ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ମୋଦୀ ଜରୁରୀକାଳୀନ ଶକ୍ତି ବ୍ୟବହାର କରି ଫ୍ରାନ୍ସରୁ ହାମର କ୍ଷେପଣାସ୍ତ୍ର ମଗାଇଛନ୍ତି । ଏହି କ୍ଷେପଣାସ୍ତ୍ର ଗୁଡିକର ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨୯...

ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ, ପଶ୍ଚିମ ଓଡିଶା ସଂକ୍ରମିତଙ୍କୁ ଆଶ୍ୱସ୍ତି…..

ଭୁବନେଶ୍ୱର ଓ ବ୍ରହ୍ମପୁର ପରେ ରାଉଲକେଲା ଆଇଜିଏଚରେ ମିଳିବ ପ୍ଲାଜମା  । ପଶ୍ଚିମ ଓଡ଼ିଶାର ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ଏହି ଥେରାପି ବରଦାନ ପାଲଟିବ ।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Breaking

କଳାହାଣ୍ଡିରେ ମକାର ଅଭାବୀ ବିକ୍ରି

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ମକା ଚାଷୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ...

ଏହି ଜାଗାରେ ଶୁଅନ୍ତି ଲକ୍ଷ ଲକ୍ଷ ସାପ… !

ନନ୍ଦିଘୋଷ ବ୍ୟୁରୋ: ସାପ, ଯାହାର ନାଁ ଶୁଣିଲେ ହିଁ ଭୟରେ ସଭିଙ୍କ...

ମୋଦୀଙ୍କ ପ୍ରତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ କଟୁ ମନ୍ତବ୍ୟ, ତେଜିଲା ରାଜନୈତିକ ବିବାଦ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ...

ସାଇବର ଠକେଇର ନୂଆ ଫର୍ମୁଲା, କାର୍ଡ଼ ପଠାଇ ଖାଲି କରିଦେଲେ ଆକାଉଣ୍ଟ!

ନନ୍ଦିଘୋଷ ବ୍ୟୁରୋ: ହ୍ୱାଟ୍ସଆପ୍‌କୁ ଆସିଲା ବାହାଘର କାର୍ଡ଼ କିନ୍ତୁ ଆକାଉଣ୍ଟରୁ ଖାଲି...