spot_img

Santosh Reddy

213 POSTS

Exclusive articles:

ଲେହରୁ ଦିଲ୍ଲୀ ଆସିଲା ମା’ କ୍ଷୀର, କାରଗୋ ବିମାନରେ ହଜାର କିଲୋମିଟରୁ ପ୍ରତିଦିନ ପହଞ୍ଚୁଛି କ୍ଷୀର….

ଲେହରୁ ଦିଲ୍ଲୀ । ଦୂରତା ପ୍ରାୟ ୧ହଜାର କିଲୋମିଟର  । ତେବେ ମା’ର ମମତା ଆଗରେ ତୁଚ୍ଛ ହୋଇଛି ଦୂରତ୍ୱର ପ୍ରତିବନ୍ଧକ । ଏତେ ଦୂରରେ ଥାଇ ମଧ୍ୟ ମା’ ସ୍ତନାମୃତର ସ୍ପର୍ଶ...

ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁରୁବାର ରେକଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରାଜ୍ୟ ଏବଂ ରାଜଧାନୀରେ କମିବାର ନା ହିଁ ଧରୁନାହିଁ । ତେବେ ଗୁରୁବାର ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୫ ଜଣ  । ସେପଟେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ ଜଣ ଏବେ ରାଜଧାନୀରେ ସକ୍ରିୟ ରହିଛନ୍ତି । ୩୩ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ପଟିଆର ଏକ ଘରୋଇ ଡାକ୍ତରଖାନାରୁ ୧, ଆଇଆର୍‌ସି ଭିଲେଜରୁ ୧, ୟୁନିଟ ୧ରୁ ୨, ନୟାପଲି ନୂଆସାହିରୁ ୧, ଆଇଆରସି ଭିଲେଜରୁ ୧, ୟୁନିଟ ୯ ଗ୍ରିଡକୋ କଲୋନୀରୁ ୧, ୟଚନିଟ ୨ରୁ ୧, ୟୁନିଟ ୪ ଏମ୍‌ଏଲ୍‌ଏ କରୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ପାଖରୁ ୧, ପୋଖରୀପୁଟ ଲିଙ୍ଗରାଜ ଆପାର୍ଟମେଣ୍ଟରୁ ୧.....

କୋଭିଡ୍ ଗାଇଡଲାଇନ୍ ଉଲଙ୍ଘନ ପରେ ବିଏମସି ସିଲ୍ କଲା ରୋଲର୍ ମିଲ୍, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ…

ରାଜଧାନୀରେ କରୋନା ସଂକ୍ରମଣ ଉପରେ ରୋକ୍ ଲାଗୁନି । ଗଞ୍ଜାମ ପରେ ରାଜଧାନୀ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଆଗରେ ରହିଛି । ତେବେ ସଂକ୍ରମଣ ରୋକିବା ପାଇଁ ବିଏମସି ପାରୁ ପର୍ଯ୍ୟନ୍ତ ଉଦ୍ୟମ...

Breaking

ଦୁଷ୍କର୍ମ ମାମଲାରେ ବରିଷ୍ଠ ସାମ୍ଵାଦିକ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

ନନ୍ଦିଘୋଷ ବ୍ୟୁରୋ: ଦୁଷ୍କର୍ମ ମାମଲାରେ ବରିଷ୍ଠ ସାମ୍ଵାଦିକ ତରୁଣ ତେଜପାଲ ଦୋଷୀ...

ନିଟ୍ ପେପର ଲିକ୍ ମାମଲା :ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ନନ୍ଦିଘୋଷ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲାରେ ସମସ୍ତ ୧୩ ଅଭିଯୁକ୍ତଙ୍କ...

ବର୍ଷାଦିନେ କାହିଁକି ବଢ଼େ ଗଣ୍ଠିବାତ ବ୍ୟଥା? ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ: ବର୍ଷା ଋତୁ ଆସିବା ସହିତ ଅନେକଙ୍କଠାରେ ଗଣ୍ଠିବାତ ସମସ୍ୟା...

ଲାଲ ସାଗରରେ ଭାରତୀୟ ମାଲବାହୀ ଜାହାଜ ଉପରେ ଆକ୍ରମଣ; ସମସ୍ତ ୧୪ ନାବିକ ସୁରକ୍ଷିତ ଉଦ୍ଧାର

 ନନ୍ଦିଘୋଷ ବ୍ୟୁରୋ :  ୟେମେନର ପଶ୍ଚିମ ଉପକୂଳ ନିକଟ ଲାଲ ସାଗରରେ...