spot_img

Namita Priyadarshini Sahoo

2905 POSTS

Exclusive articles:

ଚାକିରୀ ସହ UPSC ପାଇଁ କରୁଥିଲେ ପ୍ରସ୍ତୁତି; ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି IAS ଟପ୍ପର ଅନିମେଶ

ନନ୍ଦିଘୋଷ ବ୍ୟୁରୋ : ନିକଟରେ ପ୍ରକାଶ ପାଇଛି ସବୁଠୁ କଠିନ ପରୀକ୍ଷା ୟୁପିଏସସିର ରେଜଲ୍ଟ  ଆଉ ଏଥିରେ ଦ୍ୱିତୀୟ ସ୍ଥାନରେ ଟପ୍ପର ହୋଇଛନ୍ତି  ଅନିମେଶ ପ୍ରଧାନ । ଯାହାଙ୍କ ପରିଶ୍ରମର କାହାଣୀ ଯୁବପିଢିଙ୍କ...

କଂଗ୍ରେସକୁ ବଡ଼ ଧରଣର ଧକ୍କା : ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ଯ ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ : ନିର୍ବାଚନ ଋତୁରେ କଂଗ୍ରେସକୁ ବଡ଼ ଧରଣର ଧକ୍କା। ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ଯ ଅରବିନ୍ଦର ସିଂ ଲଭଲି। ଆମ୍ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟକୁ ବିରୋଧ କରି...

ଦିଲ୍ଲୀରେ ଆପର ଅଭିନବ ବିକ୍ଷୋଭ, ବିଭିନ୍ନ ସ୍ଥାନରେ ଯୁବ କର୍ମୀଙ୍କ ‘ୱାକ ଫର କେଜରିୱାଲ ଅଭିଯାନ’

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଅଭିନବ ବିକ୍ଷୋଭ। ଶହ ଶହ ଦଳୀୟ କର୍ମୀ ଦିଲ୍ଲୀରେ ଆୟୋଜନ କରିଛନ୍ତି ‘ୱାକ ଫର କେଜରିୱାଲ...

ୟୁପି ବୋର୍ଡ ଟପ୍ପର ପ୍ରାଚୀଙ୍କ ଉପରେ ବିଜ୍ଞାପନ ଛପାଇ ଅଡୁଆରେ ଏହି କମ୍ପାନୀ

ନୂଆଦିଲ୍ଲୀ : ବିଜ୍ଞାପନକୁ ନେଇ ଅଡୁଆରେ ବମ୍ବେ ଶେଭିଙ୍ଗ୍ କମ୍ପାନୀ । ନିକଟରେ  ୟୁପି ବୋର୍ଡରେ ଦଶମ ଶ୍ରେଣୀର ଟପ୍ପର ପ୍ରାଚୀ ନିଗମଙ୍କୁ ନେଇ ଏକ ବିଜ୍ଞାପନ ରିଲିଜ୍ କରିଥିଲା ଏହି କମ୍ପାନୀ...

ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଣଧୀନ ଛାତ

ପରୀ : ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ। ଘଟଣାସ୍ଥଳରେ ୩ ଶ୍ରମିକ ଉଦ୍ଧାର। ଅନ୍ୟ ଜଣେ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି।...

Breaking

ଓଡ଼ିଶାରେ ନିବେଶ ସୁଯୋଗ: ‘ଇଣ୍ଡିଆ କେମ୍ ୨୦୨୬’ ର ସିଇଓ ଗୋଲଟେବୁଲ୍‌ ବୈଠକରେ ରାଜ୍ୟ ସରକାରଙ୍କ ବଡ଼ ପ୍ରତିଶୃତି

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇରେ ଆୟୋଜିତ 'ଇଣ୍ଡିଆ କେମ୍ ୨୦୨୬' ର ସିଇଓ ଗୋଲଟେବୁଲ...

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର: ପୋଲିସ ଗୁଳିରେ ଅର୍ଜୁନ ପ୍ରଧାନ ଆହତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ୨୦ରୁ ଅଧିକ ସଙ୍ଗୀନ ଅପରାଧରେ...

କେଦାରନାଥରେ ପ୍ରବଳ ତୁଷାରପାତ, ମାଇନସ୍ ୮ ଡିଗ୍ରୀକୁ ଖସିଲା ତାପମାତ୍ରା; ନଭେମ୍ବର ୧୧ରେ ବନ୍ଦ ହେବ କବାଟ

ଉତ୍ତରାଖଣ୍ଡ : କେଦାରନାଥ ଧାମରେ ଏବେ ପ୍ରବଳ ତୁଷାରପାତ ଜାରି ରହିଛି।...

ତିବ୍ଦତରେ ଭୟଙ୍କର ଭୂକମ୍ପ: ୧୬ ମୃତ, ୩୨ ଆହତ

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ରାତିରେ ତିବ୍ଦତରେ ଏକ ଭୟଙ୍କର ଓ ଶକ୍ତିଶାଳୀ ଭୂକମ୍ପ...