spot_img

Dhananjaya das

1307 POSTS

Exclusive articles:

ଡାଉନ୍ ହେଲା ଦୁନିଆର ବଡ଼ ବଡ଼ ୱେବସାଇଟ୍, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବଡ଼ ବଡ଼ କମ୍ପାନୀ ଓ ଅନେକ ସରକାରୀ ୱେବସାଇଟ୍ ଡାଉନ୍ ହୋଇ ଯାଇଛି । ଆମେରିକାର ପ୍ରତିଷ୍ଠିତ ଖବର ପ୍ରଦାନକାରୀ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ, ଦ ଗାର୍ଡିଆନ୍, ସିଏନ୍ଏନ୍...

କଂଗ୍ରେସରେ ବିଭାଜନର ଇତିହାସ ପୁରୁଣା, ଜି-୨୩ ପାଇଁ ହେବ ଆଉ ଏକ ବିଭାଜନ ?

ନୂଆଦିଲ୍ଲୀ: କଂଗ୍ରେସ ଭିତରେ କଳି । ୨୦୧୯ରେ କମବ୍ୟାକ୍ ଆଶା ମଉଳିବା ପରେ କଂଗ୍ରେସ  ଅନ୍ତଃକଳହ ଅଧିକ ବଢିଛି । ନିର୍ବାଚନରେ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାନ, ନୂଆ ସଭାପତିଙ୍କ ନିର୍ବାଚନରେ ବିଳମ୍ବ ଓ...

ଭାରତରୁ ଜାପାନ ସବୁଠି ହୁଏ ଦେବୀ ସରସ୍ୱତୀଙ୍କ ଉପାସନା

ସରସ୍ୱତୀ । ଶିକ୍ଷା ଓ କଳାର ଦେବୀ । ଦେବୀ ସରସ୍ୱତୀ କେବଳ ମାତ୍ର ଭାରତୀୟ ଧର୍ମ ବିଶ୍ୱାସର ସର୍ବପୂରାତନ ଦେବୀ ନୁହନ୍ତି ,ତାଙ୍କ ଉପାସନା ଭାରତୀୟ ଉପମହାଦେଶର ଭୌଗଳିକ ସୀମା ବାହାରେ...

ଭାରତ ସହ ସମ୍ପର୍କକୁ ନେଇ କ’ଣ କହିଲେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଆଷ୍ଟିନ୍ ?

ୱାଶିଂଟନ: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିରକ୍ଷା ସଚୀବ ଭାବେ ଅବସରପ୍ରାପ୍ତ ଜେନରାଲ ଲୟଡ ଆଷ୍ଟିନ ନାମ ଉପରେ ମୋହର ମାରିଛନ୍ତି । ତେବେ ଏହାପୂର୍ବରୁ  ମଙ୍ଗଳବାର ଦିନ ପ୍ରତିରକ୍ଷା ସଚିବ...

୫ ଲକ୍ଷ ଭାରତୀୟଙ୍କୁ ବିଡେନ୍ ଦେବେ ନାଗରିକତା ?

ୱାଂଶିଟନ: ଆମେରିକାର ଆରମ୍ଭ ହେବାକୁ ଯାଉଛି ବିଡେନ୍ ଯୁଗ । ଟ୍ରମ୍ପ ଶାସନର ଅବସାନ ସହିତ ବିଡେନଙ୍କ ଶପଥ ଗ୍ରହଣକୁ ଅନାଇ ବସିଛନ୍ତି ଆମେରିକାରେ ରହୁଥିବା ବିଦେଶୀ । ସେମାନଙ୍କ ଆଶା ଯେ,...

Breaking

ଦମ ଦେଖାଇଲେ ଆଥଲେଟ୍: ଆରମ୍ଭ ହେଲା ୭୧ତମ ରାଜ୍ୟ ଆଥଲେଟିକ୍ସ ମିଟ୍ ୨୦୨୫

ଦମ ଦେଖାଇଲେ ଆଥଲେଟ୍ । ସିନ୍ଥେଟିକ ଟ୍ରାକରେ ସବଜୁନିୟର, ଜୁନିୟର ଓ...

ଚାକିରୀ ପାଇଁ ଆସିଥିଲେ, ହେଲେ ହୋଟେଲ ରୁମରୁ ମିଳିଲା ମୃତଦେହ

ଚାକିରୀ ପାଇଁ ଆସିଥିଲେ, ହେଲେ ମିଳିଲା ଶବ । ହୋଟେଲ ରୁମରୁ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦ୍ରାପଡ଼ାର ଭିତରକନିକାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ପର୍ଯ୍ୟଟନ ଋତୁର ମଜା ନେଉଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦ୍ରାପଡ଼ା...

ହିଞ୍ଜିଳିକାଟୁରେ ଗୁରୁତର ଟ୍ରାଫିକ ସମସ୍ୟା: ଘଣ୍ଟା ଘଣ୍ଟା ଧରି ଲାଗିରହୁଛି ଜାମ୍

ଚିନ୍ତା ବଢ଼ାଇଲାଣି ଟ୍ରାଫିକ ସମସ୍ୟା । ଅଣନିଃଶ୍ବାସୀ ସହରବାସୀ। ଘଣ୍ଟା ଘଣ୍ଟା...