Odisha Corona Updates: ଖୋର୍ଦ୍ଧାରୁ ୭୦ ଓ ମୟୂରଭଞ୍ଜରୁ ୬୫ ପଜିଟିଭ୍
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହି କ୍ରମରେ ଆଜି ୬୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୭୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 21st November
New positive Cases: 638
In quarantine: 373
Local contacts: 265(Details of local contacts will be shared by concerned District Administration)
District Wise Cases:
1. Angul: 40
2. Balasore: 21
3. Bargarh: 27
4. Bhadrak: 7
5. Balangir: 23— I & PR Department, Odisha (@IPR_Odisha) November 22, 2020
ବରଗଡ଼ରୁ ୨୭, କଟକରୁ ୩୯, ଜଗତସିଂହପୁରରୁ ୫୦, ଯାଜପୁରରୁ ୨୯, କେନ୍ଦ୍ରାପଡ଼ାରୁ ୩୩, କେନ୍ଦୁଝରରୁ ୩୧ ଓ ମୟୂରଭଞ୍ଜରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ବାଦ ଦେଲେ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ କିଛି କିଛି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 13
23. Nayagarh: 5
24. Nuapada: 4
25. Puri: 9
26. Rayagada: 1
27. Sambalpur: 23
28. Sonepur: 1
29. Sundargarh: 46
30. State Pool: 13New recoveries: 1011
Cumulative tested: 5563926
Positive: 313961
Recovered: 304908
Active cases: 7360— I & PR Department, Odisha (@IPR_Odisha) November 22, 2020
ଉଲ୍ଲେଖଯୋଗ୍ୟ ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟର ସର୍ବମୋଟ୍ ସଂକ୍ରମଣର ସଂଖ୍ୟା ୩ ଲକ୍ଷ ୧୩ ହଜାର ୯୬୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୪ ହଜାର ୯୦୮ ଜଣ ସୁସ୍ଥ ହୋଇଥିବା ବେଳେ ୭୪୬୦ ଜଣ ସକ୍ରିୟ ସଂକ୍ରମିତ ରାଜ୍ୟରେ ରହିଛନ୍ତି ।