Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
May 31, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି, ଭୋକରେ ପୁରା ପରିବାର
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି, ଭୋକରେ ପୁରା ପରିବାର

May 29, 2025

ନନ୍ଦିଘୋଷ ବ୍ୟୁରୋ: ଦୁଇ ଦିନ ହେବ ଚୁଲି  ଜଳୁନି କି ପେଟକୁ ଦାନା ମୁଠେ ଯାଉନି । ଘର ଭିତରେ ଲହଡ଼ି ମାରୁଥିବା ବର୍ଷା ପାଣି ବୋହି ବୋହି ନୟାନ୍ତ ହେଲେଣି  ପୁରା ପରିବାର। ରାଜନୈତିକ ଚକ୍ରବ୍ୟୁହରେ ଫସିଥିବା ପରିବାର ପାଇଁ ଏବେ ଦାଉ ସାଧିଛି ଅଦିନିଆ ଲଘୁଚାପ ଜନିତ ବର୍ଷା । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖେରଙ୍ଗ ଗାଁରେ । ଚାନ୍ଦବାଲି ଅଞ୍ଚଳରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷାଜଳ ନିଷ୍କାସନ ନହୋଇପାରି ଗାଁ ଦାଣ୍ଡରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି । ସେହିପରି ଖେରଙ୍ଗ ଗାଁର ବସନ୍ତ ମଲ୍ଲିକଙ୍କ ଘର ଏକ ତଳିଆ ସ୍ଥାନରେ ଅବସ୍ଥିତ । ସେହି ବାଟ ଦେଇ ଗାଁ ଯାକର ବର୍ଷା ପାଣି ନିଷ୍କାସିତ ହୋଇଥାଏ । ମାତ୍ର ଗାଁ ରେ ଥିବା ସରକାରୀ ଜାଗାକୁ କିଛି ମୁଷ୍ଟିମେୟ ଲୋକ ଅବରୋଧ କରିବା ଫଳରେ ବସନ୍ତ ମଲ୍ଲିକଙ୍କ ଘର ନିକଟରେ ଗାଁ ଯାକର ପାଣି ଜମିବା ସହ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି ।

କେବଳ ସେତିକି ନୁହେଁ ବସନ୍ତ ମଲ୍ଲିକଙ୍କ ଘରେ ଦୁଇ ଫୁଟର ପାଣି ଲହଡ଼ା ଖେଳୁଛି । ଦୀର୍ଘ ୨ବର୍ଷ ହେବ ଏହି ସମସ୍ୟା ଲାଗି ରହିଛି । ସମସ୍ୟାର ସମାଧାନ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲଦାରଙ୍କ ସହିତ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଆଭିଯୋଗ କରିଛନ୍ତି ବସନ୍ତ । ବର୍ଷା ଜଳ ନିଷ୍କାସନ ପାଇଁ ଅନେକ ବିକଳ୍ପ ଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ସମାଧାନ ହୋଇ ପାରୁନି। ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଚାନ୍ଦବାଲି ତହସିଲଦାର ଓ ଭାରପ୍ରାପ୍ତ ବିଡିଓ ।

Tags: chandabali Odisha water login

Continue Reading

Previous ଅପରାଧୀଙ୍କ ବାର୍ଥଡେ’ କେକ୍ କାଟିଲେ ଥାନାବାବୁ, ଭିଡିଓ ଭାଇରାଲ
Next ପାରିବାରିକ ବିବାଦରୁ ବିକ୍ରି : ଭୁବନରୁ ଉଦ୍ଧାର ହେଲା ଶିଶୁ

ଅଧିକ କାହାଣୀ

  • ଓଡ଼ିଶା

ଓଡିଆ ଅସ୍ମିତାକୁ ଓଡ଼ିଶାରେ ଅଣଦେଖା, ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ

May 31, 2025
  • ଓଡ଼ିଶା

ଲିଙ୍ଗରାଜ ମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ : ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି

May 31, 2025
  • ଓଡ଼ିଶା

ଆଜି ନେଇଥାନ୍ତେ ଅବସର : ବଢ଼ିଲା ଗିରଫ ଭୟ

May 31, 2025

Recent Posts

  • ଆମ୍ବ ତୋଳାରୁ ବିବାଦ : ଭାଉଜର ମୁଣ୍ଡ କାଟିଦେଲା ଦିଅର
  • ଓଡିଆ ଅସ୍ମିତାକୁ ଓଡ଼ିଶାରେ ଅଣଦେଖା, ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ
  • ଲିଙ୍ଗରାଜ ମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ : ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି
  • ଆଜି ନେଇଥାନ୍ତେ ଅବସର : ବଢ଼ିଲା ଗିରଫ ଭୟ
  • ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା
  • ପାକିସ୍ତାନ ସୀମାନ୍ତ ୪ ରାଜ୍ୟ ସହ ୨ କେନ୍ଦ୍ରଶାସିତ ଅଂଚଳରେ ସିଭିଲ ଡିଫେନ୍ସ ମକଡ୍ରିଲ
  • ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ : ଯୁବକଙ୍କୁ କଚାଡ଼ି ମାରିଲା..
  • ଶୀତଳଷଷ୍ଠୀ ଭଳି ଦିନରେ ବନ୍ଦ ରହିଛି ଲିଙ୍ଗରାଜ ମହାପ୍ରଭୁଙ୍କ ନିତିକାନ୍ତି
  • ୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ଦମ୍ପତି
  • ଅଟକ ବିଧାୟକ ଓ ଗ୍ରାମବାସୀଙ୍କୁ ଏପର୍ଯ୍ୟନ୍ତ ଛାଡ଼ିନାହିଁ ପୋଲିସ
  • ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ପୁଣି ବଡ଼ ବୟାନ ଦେଲେ ଟ୍ରମ୍ପ
  • ଭିଜିଲାନ୍ସ ଜାଲରେ ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀ
  • ପୋଲତଳୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ସମ୍ବଲପୁର ଶୀତଳ ଷଷ୍ଠୀ : ଆଜି ବିଳମ୍ବିତ ରାତିରେ ମାତା ପାର୍ବତୀଙ୍କ ହାତ ଧରିବେ ମହାଦେବ
  • ଏହି କାରଣରୁ ଗୁଜୁରାଟକୁ ହରାଇଲା ମୁମ୍ବାଇ
Tweets by NandighoshaTV

ନଜର ପକାନ୍ତୁ

  • ଅପରାଧ

ଆମ୍ବ ତୋଳାରୁ ବିବାଦ : ଭାଉଜର ମୁଣ୍ଡ କାଟିଦେଲା ଦିଅର

May 31, 2025
  • ଓଡ଼ିଶା

ଓଡିଆ ଅସ୍ମିତାକୁ ଓଡ଼ିଶାରେ ଅଣଦେଖା, ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ

May 31, 2025
  • ଓଡ଼ିଶା

ଲିଙ୍ଗରାଜ ମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ : ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି

May 31, 2025
  • ଓଡ଼ିଶା

ଆଜି ନେଇଥାନ୍ତେ ଅବସର : ବଢ଼ିଲା ଗିରଫ ଭୟ

May 31, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.