Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
June 15, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଭାରତରେ ବ୍ୟାନ୍ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ
  • ଅପରାଧ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଭାରତରେ ବ୍ୟାନ୍ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

October 1, 2022

ନୂଆଦିଲ୍ଲୀ: ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ ଭାରତରେ ବ୍ୟାନ । ଆଇନଗତ ଆବଶ୍ୟକତା ଓ ନିରାପତ୍ତା କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟକୁ ବ୍ୟାନ କରାଗଲା ବୋଲି ଭାରତ ପକ୍ଷରୁ କୁହାଯାଇଛି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ୫ ବର୍ଷ ଲାଗି ବ୍ୟାନ ଲଗାଯିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ବିଦେଶୀ ଲିଙ୍କ, ଦେଶବିରୋଧୀ କାର୍ଯ୍ୟକଳାପ ଲାଗି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ରେଡ କରିଥିଲା ଇଡି ଓ ଏନଆଇଏ । ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟ ବ୍ୟାନ ହୋଇଥିଲା ।

ମାତ୍ର ପରେ ଏହା ଉପରୁ ନିଷେଧାଦେଶ ହଟାଯାଇଥିଲା । ଗତ ଜୁନରେ ଜାତିସଂଘ, ତୁର୍କୀ, ଇରାନ ଓ ଇଜିପ୍ଟସ୍ଥିତ ପାକିସ୍ତାନ ଦୂତାବାସର ଆକାଉଣ୍ଟକୁ ବ୍ୟାନ କରିଥିଲା ଟ୍ବିଟର । ପୂର୍ବରୁ ଗତ ଅଗଷ୍ଟରେ ପାକିସ୍ତାନରୁ ଅପରେଟ ହେଉଥିବା ୮ଟି ୟୁଟ୍ୟୁବ ଚାନେଲକୁ ନିଷିଦ୍ଧ କରିଥିଲା ଭାରତ । ଭାରତ ବିରୋଧରେ ପ୍ରୋପାଗଣ୍ଡା କରୁଥିବା ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଭାରତ ୧୦୦ଟି ୟୁଟ୍ୟୁବ ଚାନେଲ, ୪ଟି ଫେସବୁକ ପେଜ, ୫ଟି ଟ୍ବିଟର ଆକାଉଣ୍ଟକୁ ନିଷିଦ୍ଧ କରିଛି ଭାରତ ।

Tags: In India Pakisthan Govt twitter-account

Continue Reading

Previous ରାଜ୍ୟସଭା ବିରୋଧୀ ଦଳ ନେତା ପୂର୍ବରୁ ଇସ୍ତଫା ଦେଲେ ଖଡଗେ
Next ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା

ଅଧିକ କାହାଣୀ

  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ହଇଜାକୁ ନେଇ ସରକାର ଆପଣାଇଛନ୍ତି ଖାମଖିଆଲ ମନୋଭାବ

June 15, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ନିମ୍ନମାନର କାମ କରି ସରକାରୀ ଅର୍ଥ ହଡ଼ପ, କାମ ନସରୁଣୁ ଉଠିଗଲାଣି ଗୋଡ଼ି

June 15, 2025
1 min read
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ବାପା ହେବ ତ ଏମିତି, ୨୨ ବର୍ଷ ଧରି ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା

June 15, 2025

Recent Posts

  • ହଇଜାକୁ ନେଇ ସରକାର ଆପଣାଇଛନ୍ତି ଖାମଖିଆଲ ମନୋଭାବ
  • ନିମ୍ନମାନର କାମ କରି ସରକାରୀ ଅର୍ଥ ହଡ଼ପ, କାମ ନସରୁଣୁ ଉଠିଗଲାଣି ଗୋଡ଼ି
  • ବାପା ହେବ ତ ଏମିତି, ୨୨ ବର୍ଷ ଧରି ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା
  • ଝାଡ଼ାବାନ୍ତି ଆତଙ୍କ : ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏମିତି କହି ସମାଲୋଚନା କଲେ ତାରା
  • ନବରଙ୍ଗପୁରରେ ଫଳୁଛି ଜାପାନ ମାଟିର ମିୟାଜାକି ଆମ୍ବ, ବିଶ୍ଵ ବଜାରରେ ଦାମ ରହିଛି ଲକ୍ଷେରୁ ୪ ଲକ୍ଷ
  • ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ପୁଣେରେ ଭାଙ୍ଗିଗଲା ପୋଲ, ଭାସିଗଲେ ୨୦ : ୫ ମୃତଦେହ ଉଦ୍ଧାର..
  • କେଦାରନାଥରେ ଅଘଟଣ ପରେ ଚାରିଧାମ ଯାତ୍ରାରେ ଆର୍ଯ୍ୟନ ଏଭିଏସନର ସମସ୍ତ ହେଲିକ୍ଟର ସେବା ଉପରେ ପ୍ରତିବନ୍ଧକ
  • ମଥୁରାରେ ଖୋଳିବାବେଳେ ଭୁଶୁଡ଼ିଲା ଘର, ପୋତି ହୋଇଗଲେ ୧୨: ୩ ଜଣଙ୍କ ମୃତ୍ୟୁ
  • ରାଜ୍ୟରେ କାୟା ମେଲାଇଚାଲିଛି ହଇଜା : ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • କିଏ ସମ୍ଭାଳିବ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟଙ୍କ ୩୯୦୦ କୋଟି ଟଙ୍କାର ସମ୍ପତ୍ତି ?
  • WTC 2025-27 ର ସିଡ୍ୟୁଲ ଘୋଷଣା କଲା ICC,ଜାଣନ୍ତୁ କେବେ କାହା ସହ ରହିଛି ଭାରତର ମ୍ୟାଚ୍
  • ଭୁବନେଶ୍ବରରୁ ଆସ୍କା ଯିବାବେଳେ ପିତାପଲ୍ଲୀରେ ଓଲଟିଲା ବସ୍
  • ଶାଶୂଘର ଗଲା ବେଳେ ଅପହରଣ ହେଲା କନ୍ୟା, ସତ ଜଣାପଡିବା ପରେ ବରର ଉଡିଗଲା ହୋସ
  • ୭୯ ବର୍ଷରେ ପାଦଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
Tweets by NandighoshaTV

ନଜର ପକାନ୍ତୁ

  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ହଇଜାକୁ ନେଇ ସରକାର ଆପଣାଇଛନ୍ତି ଖାମଖିଆଲ ମନୋଭାବ

June 15, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ନିମ୍ନମାନର କାମ କରି ସରକାରୀ ଅର୍ଥ ହଡ଼ପ, କାମ ନସରୁଣୁ ଉଠିଗଲାଣି ଗୋଡ଼ି

June 15, 2025
1 min read
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ବାପା ହେବ ତ ଏମିତି, ୨୨ ବର୍ଷ ଧରି ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା

June 15, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ଝାଡ଼ାବାନ୍ତି ଆତଙ୍କ : ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏମିତି କହି ସମାଲୋଚନା କଲେ ତାରା

June 15, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.