ରାଜ୍ୟରେ ୭୦୦ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୪୩ ପଜିଟିଭ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୭ ଶହ ପାର୍ କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୭୪୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୦୭ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫, ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଠାବ ହୋଇଛନ୍ତି ।
Covid-19 Report For 12th July
New Positive Cases: 743
Of which 0-18 years: 87
In quarantine: 436
Local contacts: 307(Details of local contacts will be shared by concerned District)
1. Angul: 1
2. Balasore: 12
3. Bargarh: 1
4. Bhadrak: 8
5. Balangir: 4
6. Boudh: 8— I & PR Department, Odisha (@IPR_Odisha) July 13, 2022
24. Rayagada: 3
25. Sambalpur: 14
26. Sonepur: 7
27. Sundargarh: 65
28. State Pool: 60New recoveries: 404
Cumulative tested: 32276220
Positive: 1295328
Recovered: 1282270
Active cases: 3878— I & PR Department, Odisha (@IPR_Odisha) July 13, 2022
ସେହିପରି ପୁରୀରୁ ୩୬, ମୟୂରଭଞ୍ଜରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ୱର ଓ ଯାଜପୁରରୁ ୧୨ ଜଣ, ଜଗତସିଂହପୁର, ନୟାଗଡ଼, ନୂଆପଡ଼ାରୁ ୧୧ ଜଣ, କୋରାପୁଟରୁ ୧୦, ଭଦ୍ରକ, ବୌଦ୍ଧ, ଦେବଗଡ଼ରୁ ୮ ଜଣ, ସୋନପୁର ଓ ନବରଙ୍ଗପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୬, କେନ୍ଦୁଝରରୁ ୫, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୪ ଜଣ, ରାୟଗଡ଼ାରୁ ୩, ଗଜପତି, କଳାହାଣ୍ଡିରୁ ୨ ଜଣ, ଅନୁଗୁଳ, ବରଗଡ଼, ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୦୪ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ଏବେ ୩୮୭୮ ରହିଛି ।