ଭୁବନେଶ୍ୱର: ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ। ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ କୁହାଯାଇଛି।...
Year: 2021
ଆମେରିକା: ଆଜିଠୁ ଆମେରିକାରେ ବିଡେନ୍ ସରକାର। ଓ୍ୱାର୍ ଜୋନ୍ ବା ଯୁଦ୍ଧକ୍ଷେତ୍ର ଭଳି ସୁରକ୍ଷା ବଳୟ ମଧ୍ୟରେ ଆଜି ଶପଥ ନେବେ ଜୋ ବିଡେନ୍। ଆମେରିକାର ୪୬ତମ...
ଭୁବନେଶ୍ୱର: 5T ଅଧୀନକୁ ଅଣ।ଯିବ ମୋ ସ୍କୁଲ୍ ଅଭିଯ।ନ । ପରେ ଏହ।କୁ ଅଧିକ ବ୍ୟ।ପକ କରାଯିବ । ‘ମୋ ସ୍କୁଲ୍ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହ।ତକୁ...
ଭୁବନେଶ୍ୱର: ଦେଶପାଇଁ ଗୌରବ ଆଣିଲେ ଓଡିଆ ଝିଅ ସ୍ନେହାଶ୍ରୀ । ଡିଭା ମିସ୍ ଇଣ୍ଡିଆ ୨୦୨୧ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ । ହରିଦ୍ୱାରରେ ଆୟୋଜିତ...
ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ବିବାଦ ସମାଧାନ କମିଟିର କଡ଼ା ଆଭିମୁଖ୍ୟ । ସୀମା ବିବାଦର ସମାଧାନ ପାଇଁ ପୂର୍ବରୁ କମିଟିର ନିଷ୍ପତ୍ତି...
ଭୁବନେଶ୍ୱର: ଚାଷୀଙ୍କୁ ଦେଶଦ୍ରୋହୀ କହିଲା ବିଜେପି । କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଦେଶଦ୍ରୋହୀ ବୋଲି ବିଜେପି ନେତା ପୃଥ୍ୱୀରାଜ...
ଭୁବନେଶ୍ୱର: ଏକତରଫା ପ୍ରେମ ଓ ଟଙ୍କା କାରବାରକୁ ନେଇ ବିବାହିତ ମହିଳାଙ୍କୁ ଭୁଜାଲି ମାଡ଼ । ଜଣେ ଅଟୋ ଚାଳକଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର ।...
ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆଗତ ପୂର୍ବରୁ କେନ୍ଦ୍ର ପାଖରେ ରାଜ୍ୟ ରଖିଛି ଦାବି । ରେଳ ପ୍ରକଳ୍ପ ପାଇଁ ଓଡ଼ିଶାକୁ ୭ ହଜାର ୨ଶହ...
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ପାଇଲେ ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ୩ ହଜାର ୮୮୪ ଜଣ ଚୁକ୍ତିଭତ୍ତିକ ଶିକ୍ଷକ...
ନୂଆଦିଲ୍ଲୀ: ସଂସଦର କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି । ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ନେଇ ମଙ୍ଗଳବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି।...