spot_img

Monthly Archives: August, 2021

Browse our exclusive articles!

ଆମେରିକା ନିର୍ବାଚନ: ଟ୍ରମ୍ପଙ୍କୁ ବଡ ଝଟକା !

ନନ୍ଦିଘୋଷ ବ୍ୟୁରୋ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଝଟକା।...

କୋଟିଆରେ ସର୍ବଦଳୀୟ ନେତାଙ୍କ ପହରା !

ନନ୍ଦିଘୋଷ ବ୍ୟୁରୋ: କୋଟିଆ ସୀମା ସୁରକ୍ଷା ପାଇଁ ରାତିସାରା ଜଗିଲା ଓଡ଼ିଶା...

ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ବନ୍ଦ !

ନନ୍ଦିଘୋଷ ବ୍ୟୁରୋ: ଗିଡିପାବାଲିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ପାଇଁ ସ୍ଥଗିତ...

ଶେଷରେ ନଇଁଲେ ନିର୍ବାଚନ କମିଶନ !

ନନ୍ଦିଘୋଷ ବ୍ୟୁରୋ: ଚାପରେ ନଇଁଲେ ନିର୍ବାଚନ କମିଶନ। ଚିଠା ଭୋଟର ତାଲିକାରୁ...

ପୁରୀରେ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ପୁରୀ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହିଳା...

ଶୋଇଥିବା ବେଳେ ପୁଅଝିଅଙ୍କ ତଣ୍ଟି କାଟି ବିଷ ପିଇଦେଲେ ଦମ୍ପତି

ଭୋପାଳ: ବେରୋଜଗାର ଓ ଆର୍ଥିକ ସଂକଟ ଏକ ପରିବାରକୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଛି । ଶୋଇଥିବା ବେଳେ ୧୬ ବର୍ଷର ପୁଅ ଓ ୧୪ ବର୍ଷର ପୁଅର ତଣ୍ଟିକୁ ଟାଇଲ୍ସ...

ପବଜି ଖେଳୁ ଖେଳୁ ମାଆ ଆକାଉଣ୍ଟରୁ ଝିଅ ଖାଲି କରିଦେଲା ୧୦ ଲକ୍ଷ

ମୁମ୍ବାଇ: ନିଶା ପାଲଟୁଛି ଅନଲାଇନ୍ ଗେମ୍ । ବିଶେଷକରି କୋମଳମତି ବାଳକ ବାଳିକା ଏହାଦ୍ୱାରା ବେଶି ପ୍ରଭାବିତ ହେଉଛନ୍ତି । ପିଲା ପାଠପଢ଼ା ଛାଡ଼ି ଅନଲାଇନ୍ ଖେଳରେ ଏତେ ମଜି ଯାଉଛନ୍ତି ଯେ...

ସ୍କୁଲରେ ସ୍ମାର୍ଟ ବ୍ୟବସ୍ଥା, ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ

ଗଞ୍ଜାମ: ରୂପାନ୍ତର ହେଉଛି ସ୍କୁଲ । ସ୍ମାର୍ଟ ବ୍ୟବସ୍ଥାରେ ପାଠ ପଢୁଛନ୍ତି ପିଲା । ଆଜି ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଜାତୀୟ ରଗବି ଟିମର ପ୍ରାୟୋଜକ ଓଡ଼ିଶା, ଘୋଷଣା କଲେ କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ ଜାତୀୟ ରଗବୀ ଟିମର ମିଳିତ ଭାବେ ପ୍ରାୟୋଜକ ହେବେ ଓଡ଼ିଶା ସରକାର ଏବଂ KIIT । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା...

Popular

କୋଟିଆରେ ସର୍ବଦଳୀୟ ନେତାଙ୍କ ପହରା !

ନନ୍ଦିଘୋଷ ବ୍ୟୁରୋ: କୋଟିଆ ସୀମା ସୁରକ୍ଷା ପାଇଁ ରାତିସାରା ଜଗିଲା ଓଡ଼ିଶା...

ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ବନ୍ଦ !

ନନ୍ଦିଘୋଷ ବ୍ୟୁରୋ: ଗିଡିପାବାଲିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ପାଇଁ ସ୍ଥଗିତ...

ଶେଷରେ ନଇଁଲେ ନିର୍ବାଚନ କମିଶନ !

ନନ୍ଦିଘୋଷ ବ୍ୟୁରୋ: ଚାପରେ ନଇଁଲେ ନିର୍ବାଚନ କମିଶନ। ଚିଠା ଭୋଟର ତାଲିକାରୁ...

ଦେଶରେ ପ୍ରଥମ ଥର ଡିଜିଟାଲ ଜନଗଣନା…

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବ ଜନଗଣନାର ଦ୍ବିତୀୟ...