ଟ୍ରାଫିକ ପୋଲିସ ପାଇଁ ଭ୍ରାମ୍ୟମାଣ ଶୌଚାଳୟ , ୮ଟି ଟ୍ରାଫିକ ପୋଷ୍ଟରେ ଶୌଚାଳୟର ବ୍ୟବସ୍ଥା

1 min read

ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦିନ ତମାମ ଟ୍ରାଫିକ ପୋଷ୍ଟରେ ଝାଳ ବୁହାଇଥାନ୍ତି ଟ୍ରାଫିକ ପୋଲିସ । ଖରା ହେଉ କି ବର୍ଷା କିଛି ଖାତିର ନକରି ନିଜର କର୍ତ୍ତବ୍ୟ ତୁଲାଇଥାନ୍ତି । ଜନଗହଳିପୂର୍ଣ୍ଣ ସହର ଭୁବନେଶ୍ବରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସଦା ସର୍ବଦା ବ୍ୟସ୍ତ ଥାନ୍ତି ଏହି ଟ୍ରାଫିକ ପୋଲିସ ।

MOBILE TOILET

ପୂର୍ବରୁ ଶୌଚ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅନେକ ସମସ୍ୟା ଭୋଗିବାକୁ ପଡୁଥିଲା । କିନ୍ତୁ ଏଣିକି ଦୁର ହେବ ଟ୍ରାଫିକ ପୋଲିସର ଏହି ଟେନ୍‌ସନ୍‌ । ସହରର ୮ଟି ବ୍ୟସ୍ତ ଟ୍ରାଫିକ ପୋଷ୍ଟରେ ରହିବା ଏଭଳି ଭ୍ରାମ୍ୟମାଣ ଶୌଚାଳୟ ।

mobile toilet for traffice police

ଟ୍ରାଫିକ ପୋଲିସ ସମେତ ଟ୍ରାଫିକ ନିୟନ୍ତ୍ରଣରେ ଥିବା ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟର ଏହାକୁ ବ୍ୟବହାର କରିପାରିବେ । ଟ୍ରାଫିକ ଡିସିପି ସାଗରିକା ନାଥ ଭ୍ରାମ୍ୟମାଣ ଶୌଚାଳୟକୁ ଉଦଘାଟନ କରିଛନ୍ତି । ')}

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner