ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୩୦ ପ୍ରତିଶତ ମତଦାନ
1 min readଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ସରିଛି । ତେବେ ନଜର ପକାନ୍ତୁ କେଉଁ ସ୍ଥାନରେ କେତେ ପ୍ରତିଶତ ମତଦାନ ।
ଭୁବନେଶ୍ବର- ୨୦.୭୨
କଟକ- ୨୦.୪୭
ଢ଼େଙ୍କାନାଳ- ୨୦.୪୧
କେନ୍ଦୁଝର- ୨୦.୮୯
ପୁରୀ- ୨୧.୫୧
ସମ୍ବଲପୁର- ୨୧.୮୯
ଆନନ୍ଦପୁର- ୨୨.୧୨
ଅନୁଗୁଳ- ୧୯.୭୦
ଆଠଗଡ଼- ୨୨
ଆଠମଲ୍ଲିକ-୧୮.୬୦
ବାଙ୍କୀ- ୧୯.୩୦
ବାରବାଟୀ କଟକ- ୧୯.୫୦
ବଡ଼ମ୍ବା – ୨୧
ବେଗୁନିଆ- ୨୬.୫୦
ଭୁବନେଶ୍ବର ମଧ୍ୟ – ୧୬.୫୦
ଭୁବନେଶ୍ବର ୨୧
ଚମ୍ପୁଆ- ୧୮.୭୯
ଛେଣ୍ଡିପଦା- ୨୦.୩୦
ଚିଲିକା-୨୮
ଚୌଦ୍ବାର କଟକ- ୨୧
କଟକ ସଦର-୧୮
ଦେବଗଡ଼- ୨୪
ଢ଼େଙ୍କାନାଳ- ୨୧.୬୮
ଏକାମ୍ର ଭୁବନେଶ୍ବର- ୨୧
ଘଷିପୁରା-୧୭.୮୫
ହିନ୍ଦୋଳ- ୨୧.୪୩
ଜଟଣୀ-୧୬.୨୦
ଜୟଦେବ ଭୁବନେଶ୍ବର- ୨୪.୩୦
କାମାକ୍ଷାନଗର- ୧୭.୧୬
କରଞ୍ଜିଆ- ୨୧.୨୪
କେନ୍ଦୁଝର- ୨୧.୨୫
ଖଣ୍ଡପଡ଼ା-୨୩
ଖୋର୍ଦ୍ଧା- ୧୯.୭୮
କୁଚିଣ୍ଡା- ୨୯
ନୟାଗଡ଼- ୧୭.୪୨
ପାଲଲହଡ଼ା- ୩୬.୩୪
ପରଜଙ୍ଗ- ୨୨.୧୧
ପାଟଣା- ୨୪.୫୬
ପିପିଲି-୨୨
ପୁରୀ- ୨୦
ରେଢ଼ାଖୋଲ- ୨୦.୭୦
ରଣପୁର- ୧୮
ରେଙ୍ଗାଲି-୨୧.୩୮
ସମ୍ବଲପୁର-୧୮.୩୦
ସତ୍ୟବାଦୀ- ୨୩.୭୫
ତାଳଚେର- ୨୧
ତେଲକୋଇ-୨୦.୭୫