udan 4.1

1 min read

ଉଡ଼ାନ ୪.୧ରେ ସାମିଲ୍ ହେବ ଓଡିଶାର ୧୦ଟି ନୂଆ ବିମାନପଥ। ପୂର୍ବରୁ ବାତିଲ ହୋଇଥିବା ବିମାନପଥକୁ ଏହି ପ୍ରକ୍ରିୟାରେ ସାମିଲ୍ କରାଯିବ। ଭୁବନେଶ୍ୱର-ଅର୍ମଦାରୋଡ୍ ଓ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନପଥକୁ...