tiger escapes from nandankanan zoo

ଭୁବନେଶ୍ୱର : ନନ୍ଦନକାନନରେ ଆଜି ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି । ନନ୍ଦନକାନନର ୩୩ ନମ୍ବର ଖୁଆଡ଼ରୁ ମହାବଳ ବାଘ ବାହାରି ଆସିଥିଲା ।...