Tarini

କେନ୍ଦୁଝର: ରବିବାର ହେଉଛି ମହାବିଷୁବ ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଏହି ଉପଲକ୍ଷେ ଘଟଗାଁ ମା' ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି...