ଓଡ଼ିଶା କରୋନା ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ସରପଞ୍ଚ ଘୋଷଣା କଲେ ସଟଡାଉନ, ସଂକ୍ରମଣ ବଢୁଥିବାରୁ ରଜରେ ଛାଟ June 13, 2021 ଯାଜପୁର: ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉ ଥିବାରୁ, ଆସନ୍ତା କାଲି ରଜ ଦୁଇ ଦିନ ପାଇଁ ଚଣ୍ଡିଖୋଲ ଛକ ସଟ ଡାଉନ ଘୋଷଣା କରିଛନ୍ତି ସୂଂଗୁଡା ସରପଞ୍ଚ...