ଜୀବନଚର୍ଯ୍ୟା ସ୍ୱତନ୍ତ୍ର ଅବିବାହିତ ଅଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ହୋଇପାରେ ସ୍ମୃତି ଲୋପ December 3, 2020 ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରନ୍ତି । କାରଣ ସେମାନେ କୌଣସି ଝାମଲାରେ ପସିବାକୁ ଚାହାନ୍ତି ନାହିଁ । ଏବଂ ଏହି...