ଓଡ଼ିଶା ଗଛରୁ ପଡ଼ି ଭାଙ୍ଗିଯାଇଥିଲା ଗୋଡ଼: ଚିକିତ୍ସା ଅଭାବରୁ ବର୍ଷେ ହେଲା ଶଯ୍ୟାରେ ପଡ଼ିରହିଛି ଶିଶୁ October 29, 2020 ଯାଜପୁର: ଯନ୍ତ୍ରଣାରେ ପଡ଼ି ଛଟପଟ ଶୈଶବ। ଖେଳକୁଦ ବୟସରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ । ବର୍ଷେ ତଳେ ଗଛରୁ...