red tiger

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନାଲି ମହାବଳ ବାଘୁଣୀ ସାରା ଅସୁସ୍ଥ। କିଛି ଦିନ ଧରି ସେ ଚାଲିବାରେ ଯନ୍ତ୍ରଣା ଭୋଗୁଛି। ଚାଲି ପାରୁନଥିବାରୁ ଅସୁସ୍ଥ ହୋଇ ପଡ଼ିରହୁଥିଲା।...