Pedal For Hockey

ଭୁବନେଶ୍ୱର: ହକି ବିଶ୍ୱକପ ଆୟୋଜନ ପୂର୍ବରୁ ସହରକୁ ଓ ରାଜଧାନୀବାସୀଙ୍କୁ ଚଳଚଞ୍ଚଳ କରିବାକୁ ଯାଇ ଉଭୟ ବିଏମସି ଓ ବିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।...