ଓଡ଼ିଶା ସ୍ୱତନ୍ତ୍ର ହାଇଲାଇଟ୍ ସମ୍ବାଦ ୮୦ ପାର୍ ହେଲାଣି, ଦେଖାଯାଉନି କି ଶୁଣାଯାଉନି ! ତଥାପି ହାରମନିୟମ ଧରି ଶିଖାଉଛନ୍ତି ସଂଗୀତ October 20, 2020 କେନ୍ଦ୍ରାପଡ଼ା: ପରିଣତ ବୟସରେ ସଙ୍ଗୀତ ପ୍ରେମ । ବୟସ ୮୦ ବର୍ଷ ପାର୍ ହୋଇଥିଲେ ବି କମିନି ସଂଗୀତ ପ୍ରତି ରୁଚି । ନିଜେ ଗୀତ ଗାଇବା...