ଓଡ଼ିଶା କରୋନା ମୁଖ୍ୟ ଖବର ସ୍ୱାସ୍ଥ୍ୟ କର୍କଟ ପୀଡିତ ସରୋଜଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା June 13, 2021 ଯାଜପୁର: ବଡ଼ଚଣା ବ୍ଲକ ନେଳିଆ ପଂଚାୟତ ର ସରୋଜ ବେହେରା ଦୀର୍ଘ ଦିନ ଧରି କର୍କଟ ରୋଗ ରେ ପୀଡିତ ହୋଇ ଚିକିତ୍ସାଧିନ ହେଉଛନ୍ତି । ଚା...