Lack of Oxygen In India

ଦେଶରେ ଅକ୍ସିଜେନ କରୋନା ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଥିବା ବେଳେ ଏବେ ଏଥିରେ ଅଭାବ ପରିଲକ୍ଷିତ ହୋଇଛି । ଯାହା ସାରାଦେଶ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି...