keralam

ନନ୍ଦିଘୋଷ ବ୍ୟୁରୋ: ଦାକ୍ଷିଣାତ୍ୟ ରାଜ୍ୟ କେରଳର ନାମ ‘କେରଳମ୍’କୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଏ ସମ୍ପର୍କିତ ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଯାଇଛି। ସୂଚନାଯୋଗ୍ୟ...