Former President Pranab Mukherjee

କୋଲକାତା:  ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି ଅପରାହ୍ନ ୪ଟା ସମୟରେ ଟିଏମସିରେ ସାମିଲ ହୋଇଛନ୍ତି ଅଭିଜିତ...