Counting brajaraj nagar vote

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ଭୋଟ୍‌ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ହେବ। ଝାରସୁଗୁଡ଼ା ଇଂଜିନିୟରିଂ କଲେଜରେ ଭୋଟ ଗଣତି ବ୍ୟବସ୍ଥା...