ଜାତୀୟ ମନୋରଞ୍ଜନ ବଲିଉଡ ଅଭିନେତ୍ରୀ କିରଣ ଖେର ବ୍ଲଡ କ୍ୟାନ୍ସରରେ ପୀଡିତ, ଚାଲିଛି ଚିକିତ୍ସା April 2, 2021 ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସାଂସଦ କିରଣ ଖେର ଅସୁସ୍ଥ ଅଛନ୍ତି । ସେ ମଲ୍ଟିପଲ ମାଇଲୋମା, ଯାହା କି ଏକ ପ୍ରକାରର ବ୍ଲଡ କ୍ୟାନସର (ରକ୍ତ...