ମୁଖ୍ୟ ଖବର କଟକରେ ନିର୍ମାଣ ହେବ ବାୟୋ ମିଥାନେସନ ପ୍ଲାଣ୍ଟ, ଘରୁ ବାହାରୁଥିବା ବର୍ଜ୍ୟରୁ ତିଆରି ହେବ ଇନ୍ଧନ February 28, 2025 କଟକ ; ଆବର୍ଜନାରୁ ବାହାରିବ ଇନ୍ଧନ । ସିଏମସି ପକ୍ଷରୁ ବଡ଼ ଯୋଜନା । ପ୍ରସ୍ତୁତ ହେବ ବାୟୋ ମିଥାନେସନ ପ୍ଲାଣ୍ଟ । ଯୋଜନାକୁ କଟକବାସୀଙ୍କ ସ୍ବାଗତ...