Bijay Bariha Passes Away

ଭୁବନେଶ୍ବର: ପଦ୍ମପୁର ବିଧାୟକଙ୍କ ଅକାଳ ବିୟୋଗ । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ବିଧାୟକଙ୍କର ପରଲୋକ...