ସୁପ୍ରିମକୋର୍ଟ ଶୁଣାଣି ଆଗରୁ MVAକୁ ଝଟକା, ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେଙ୍କ ଗୋଷ୍ଠୀ
1 min readମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଂକଟ ଘନୀଭୂତ । MVA ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ଏକନାଥ ସିନ୍ଦେ ଗୋଷ୍ଠୀ । ନିଜ ଗୋଷ୍ଠୀକୁ ପ୍ରକୃତ ଶିବସେନା ଦାବି କରି ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେ ଗୋଷ୍ଠୀ । ୩୮ ଜଣ ବିଧାୟକ ଉଦ୍ଧବ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କଲେ । ସମର୍ଥନ ପ୍ରତ୍ୟାହାର ନେଇ ପିଟିସନରେ ସୁପ୍ରିମକୋର୍ଟକୁ ଜଣାଇଲେ । ସିନ୍ଦେ ଗୋଷ୍ଠୀଙ୍କ ସମର୍ଥନ ପ୍ରତ୍ୟାହାର ପରେ ସଂଖ୍ୟାଲଘୁରେ ପରିଣତ ହେଲା ଉଦ୍ଧବ ସରକାର ।
Maha Vikas Aghadi (MVA) alliance has lost the majority in the house as 38 of the members of the Shiv Sena Legislature Party have withdrawn their support thus bringing it below the majority in the house: Eknath Shinde in his petition filed in Supreme court
— ANI (@ANI) June 27, 2022