ବ୍ରୋଞ୍ଚ ଲଢ଼େଇରେ ଭାରତ ଆଗୁଆ

1 min read

ଟୋକିଓ: ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ୍‌ରେ ଭାରତର ଦମଦାର ପ୍ରଦର୍ଶନ । ୩-୨ ଗୋଲରେ ଆଗୁଆ ରହିଛି ଦଳ ।  ପ୍ରଥମ କାର୍ଟରେ ୦-୦  ଗୋଲ ସ୍ଥିତି ବରାବର ଥିଲା । ଦ୍ୱିତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଲଗାତାର ୨ଟି ଗୋଲ କରି ଆଗୁଆ ରହିଥିଲା ଭାରତୀୟ ହକି ଦଳ । କିନ୍ତୁ ଭାରତୀୟ ଦଳ ମଧ୍ୟ ଜବରଦସ୍ତ କମବ୍ୟାକ୍ କରିବା ସହ ୩ଟି ଗୋଲ ସ୍କୋର କରିଥିଲେ । ଭାରତୀୟ ଦଳ ପକ୍ଷରୁ ଗୁରଜିତ୍ କୌର ୨ଟି ଗୋଲ ଦେଇ ସ୍ଥିତି ବରାବର କରିଥିଲେ । ଏହା ପରେ ବନ୍ଦନା କାଟାରିୟା ଆଉ ଏକ ଗୋଲ ସ୍କୋର କରିବା ସହ ୩-୨ ଗୋଲରେ ଭାରତ ଆଗୁଆ ରହିଛି ।

 

Leave a Reply