IAS ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ

1 min read

ଭୁବନେଶ୍ୱର: ଆଇଏଏସ ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ  । ଜାମିନ ଖାରଜ କଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ  । ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆଜିରୁ ୫ ତାରିଖ ପର୍ଯ୍ୟନ୍ତ ଭିଜିଲାନ୍ସ ହେପାଜତରେ ରହିବେ ବିଜୟ କେତନ  ।

ପିପିଲି: ସୁଆଣ୍ଡୋରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ।ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ । ଗୋପବନ୍ଧୁଙ୍କ ଷଠି ଘର ବୁଲି ଦେଖିଲେ 5T ସଚିବ ଓ ପୁରୀ ଜିଲ୍ଲାପାଳ ।

୬ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ଭିଜିଲାନ୍ସ  । କିନ୍ତୁ ୫ ଦିନ ଲାଗି ମଞ୍ଜୁର କରିଛନ୍ତି କୋର୍ଟ  । ଲାଞ୍ଚ ମାମଲାର ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ  ।

Leave a Reply