ଟିକ୍‌ଟକ୍‌ ଭିଡିଓକୁ ନେଇ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, କଡ଼ାକଡ଼ି ହେବ ସାଇବର ତଦନ୍ତ ପ୍ରକ୍ରିୟା

ଭୁବନେଶ୍ୱର: ଟିକ୍‌ଟକ୍‌ ଭିଡିଓକୁ ନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ରାଜ୍ୟରେ ଟିକଟକ୍‌ ଭିଡିଓକୁ ନେଇ ଲଗାତାର ଅଭିଯୋଗ ଆସିବାରେ ଲାଗିଛି । ଅନେକ ସମୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶ୍ରୟ ଦେଉଛି ଟିକ୍‌ଟକ୍‌ ଭିଡିଓ ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏନେଇ ଅନେକ ଜୀବନ ଓ ସମ୍ମାନହାନୀ ହେଉଛ । ଏସବୁ ରୋକିବାକୁ ରାଜ୍ୟରେ ସାଇବର ତଦନ୍ତ କଡାକଡି ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସମ୍ବଲପୁରର ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।

Leave a Reply