spot_img

Latest Posts

ଦିନ କେଇଟା ପରେ ଦୀପାବଳି: ବର୍ଷା ପାଇଁ ମଉଳିଲା ବାଣ ବ୍ୟବସାୟୀଙ୍କ ଆଶା

ଆଉ ଦିନ କେଇଟା ପରେ ଦୀପାବଳି । କିନ୍ତୁ ଲଗାଣ ବର୍ଷା ଏବେ ବାଣ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଚଳିତ ବର୍ଷ କାଳୀପୂଜା ପାଇଁ ଲକ୍ଷ ଲକ୍ଷ ଟଙ୍କାର ବାଣ କିଣିଥିବା ବ୍ୟବସାୟୀଙ୍କ ବେପାର ଆଶା ମଉଳିବାରେ ଲାଗିଛି  ।

ସହରର ବିଭିନ୍ନ ସ୍ଥାନରେ ଷ୍ଟଲ ଖୋଲିଛି ମାତ୍ର ବର୍ଷା ଡରରେ ବାଣ ଏଯାଏଁ ଗୋଦାମରୁ ବାହାରିନାହିଁ। ୨ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ଚିନ୍ତାରେ ବ୍ୟବସାୟୀ । ଆହୁରି ୨ରୁ ୩ଦିନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଯାହା ବାଣ ବେପାରୀଙ୍କ ଚିନ୍ତାକୁ ଆହୁରୀ ବଢ଼ାଇ ଦେଇଛି। ରବିବାର ଦୀପାବଳୀ ଥିବା ବେଳେ ତା ପୂର୍ବରୁ ପାଗ ସୁଧୁରିବା ନେଇ ଆଶା ବାନ୍ଧି ବସିଛନ୍ତି ବ୍ୟବସାୟୀ। ')}

Latest Posts

Don't Miss