୨୩ ନେତାଙ୍କୁ ବାଛିବ କଂଗ୍ରେସ, କୋର ଗ୍ରୁପ୍ ଚୟନ ପାଇଁ ହେବ ନିର୍ବାଚନ
1 min read
ନୂଆଦିଲ୍ଲୀ: ୨୩ ନେତାଙ୍କୁ ବାଛିବ କଂଗ୍ରେସ । କୋର ଗ୍ରୁପ୍ ଚୟନ ପାଇଁ ହେବ ନିର୍ବାଚନ । ନିର୍ବାଚନ ମାଧ୍ୟମରେ ୧୨ ଜଣ, ବାକି ୧୧ଜଣଙ୍କୁ ମନୋନୀତ କରାଯିବ । ଏନେଇ ଖୁବଶୀଘ୍ର ପିସିସି ସ୍ତରରେ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ AICC ସଭାପତି ପଦ ପାଇଁ ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ନୋମିନେସନ ପ୍ରକ୍ରିୟା ଅନୁଷ୍ଠିତ ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସୋନିଆଙ୍କ ଯାଗା ନେବେ ବୋଲି ଚର୍ଚ୍ଚା ହେଉଛି ।