LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
ତାଜା ଖବର
ତାଜା ଖବର
america
Budget
CBSE
Cinema
CWC2022
ତାଜା ଖବର
ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶିଶୁ କନ୍ୟାର ଖଣ୍ଡ ବିଖଣ୍ଡ ମୃତ ଦେହ ଉଦ୍ଧାର । ମୃତ ଶିଶୁର ଗୋଟିଏ ଗୋଡ଼ ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ।
ତାଜା ଖବର
କୁଚିଣ୍ଡା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏନଏସି ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକ ଘରେ ଭିଜିଲାନ୍ସର ଚଢାଉ। ଚଢାଉରେ ୫ଟି ଟିମ୍ ସାମିଲ।
ତାଜା ଖବର
ଢେଙ୍କାନାଳ: ପରଜଙ୍ଗ ଥାନା ରୋଡ଼ ଗାଁରେ ହାତୀ ଆତଙ୍କ । କ୍ଷେତରେ ଧାନ କାଟୁଥିବା ବେଳେ ଚାଷୀଙ୍କୁ କଚାଡ଼ି ମାରିଲା ଦନ୍ତା । ମୃତକ ସେହି ଗାଁର ଶ୍ରୀକାନ୍ତ ମୁଦୁଲି ।
ତାଜା ଖବର
ଭୁବନେଶ୍ୱର: ଖାରବେଳ ନଗର ଥାନା ୟୁନିଟ୍-୪ ପୋଷ୍ଟାଲ କଲୋନୀରେ ବିଲେଇକୁ ଗୁଳି କରି ହତ୍ୟା ଘଟଣା । ଅଭିଯୁକ୍ତ କଲେଜ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କଲା ପୋଲିସ ।
ତାଜା ଖବର
ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ର । ଦୁର୍ଗାଙ୍କ ବାସଭବନରେ ଭିଜିଲାନ୍ସର ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ।
ତାଜା ଖବର
ୱାଂଶିଟନ୍: ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍ ।
ତାଜା ଖବର
ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ସୀମା ରେଖାର ମନକୋଟ ସେକ୍ଟର ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଗୁଳିଗୋଳା ସହ ମୋର୍ଟାର ମାଡ଼ କରୁଛି ପାକିସ୍ତାନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ...
ତାଜା ଖବର
ନୂଆଦିଲ୍ଲୀ: ହାଇକୋର୍ଟରେ ‘ନିର୍ଭୟା’ ଦୋଷୀ ପୱନ କୁମାର ଆବେଦନ ମାମଲା । ଜାନୁଆରୀ ୨୪ ଯାଏଁ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ । ମାମଲାରେ ନୂଆ ଡକ୍ୟୁମେଣ୍ଟ ଦାଖଲ ପାଇଁ ସମୟ ମାଗିଲେ...
ତାଜା ଖବର
କେନ୍ଦୁଝର: ସଦର ରେଞ୍ଜ ଛେମୁଣ୍ଡିବିଲ ଗାଁରେ ହାତୀପଲଙ୍କ ଉପଦ୍ରବ । ବ୍ୟାପକ ଧାନ ଫସଲ ନଷ୍ଟ କଲେ ୧୩ ଟିକିଆ ହାତୀପଲ । ଭୟଭୀତ ଅବସ୍ଥାରେ ଗାଁ ଲୋକ ।
1
...
5,017
5,018
5,019
...
5,122
Page 5,018 of 5,122
Categories
ମୁଖ୍ୟ ଖବର
50893
ଓଡ଼ିଶା
46497
ତାଜା ଖବର
46095
ହାଇଲାଇଟ୍ ସମ୍ବାଦ
42873
ଜାତୀୟ
24680
ରାଜନୀତି
9129
Must Read
ଓଡ଼ିଶା
ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଲାପରେ ଆଦିବାସୀ ଅସୁରକ୍ଷିତ: ବିଜେଡ଼ି
ଜାତୀୟ
ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ କୋର୍ଟରେ ମାମଲା
ଜାତୀୟ
DRDO ଦ୍ୱାରା କ୍ୱାସି-ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ