LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
ତାଜା ଖବର
ତାଜା ଖବର
Budget
CBSE
Cinema
CWC2022
CWG 2022
ତାଜା ଖବର
ଭୁବନେଶ୍ୱର: ବିଳମ୍ବିତ ରାତିରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଅମରେଶ ନାୟକ ମୃତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ ।
ତାଜା ଖବର
ବଣାଇଁ: ରାଉରକେଲା ବନଖଣ୍ଡ ବାଖର ତୋଳାରେ ମାଈ ହାତୀ ମୃତ । ଫସଲ ନଷ୍ଟ କରିବାରୁ ହତ୍ୟା କରାଯାଇଥିବା ସନ୍ଦେହ ।
ତାଜା ଖବର
ଜଗତସିଂହପୁର: ଜମିବାଡ଼ିକୁ କେନ୍ଦ୍ର କରି ଜଗନ୍ନାଥପୁର ଗାଁରେ ୨ ପରିବାର ମଧ୍ୟରେ ସଂଘର୍ଷ । ଜଣେ ମୃତ, ୩ ଆହତ ମେଡିକାଲରେ ଭର୍ତ୍ତି । ୨ ଜଣଙ୍କୁ ଗିରଫ କଲା ରଘୁନାଥପୁର ପୋଲିସ...
ତାଜା ଖବର
କାଳୀ ପୂଜା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ଆଜି ଛୁଟି ।
ତାଜା ଖବର
ଅନୁଗୁଳ: ଭରତପୁର କୋଇଲା ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋଲଡ଼ା ଗ୍ରାମବାସୀଙ୍କ ଧାରଣା ।
ତାଜା ଖବର
ଜଳେଶ୍ୱର: କୁକୁଡା ଫାର୍ମକୁ କେନ୍ଦ୍ର କରି ରାଇବଣିଆ ଥାନା ଅଷାବନ୍ଧ ଗାଁରେ ଗୋଷ୍ଠୀ ସଂଘର୍ଷ । ୨ ଆହତ, ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସ ମୁତୟନ ।
ତାଜା ଖବର
କୁଚିଣ୍ଡା: ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଚାନକ ଗସ୍ତ । ରୋଗୀଙ୍କୁ ନିରାମୟ ପରିବର୍ତ୍ତେ ବାହାର ଔଷଧ ଲେଖୁଥିବାରୁ ୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ।
ତାଜା ଖବର
ନୂଆପଡ଼ା: ଧରମ ବନ୍ଧାରେ ୨ ବାଇକ୍ ମୁହାଁମୁହିଁ ଧକ୍କା । ୨ ମୃତ, ୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
ତାଜା ଖବର
ରାଜ୍ୟର ସମସ୍ତ ୫୮୭ ଥାନା ପାଇଁ ବାର୍ଷିକ ୧୭ କୋଟି ୫୦ ଲକ୍ଷ ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
1
...
4,917
4,918
4,919
...
4,944
Page 4,918 of 4,944
Categories
ମୁଖ୍ୟ ଖବର
49280
ଓଡ଼ିଶା
45453
ତାଜା ଖବର
44496
ହାଇଲାଇଟ୍ ସମ୍ବାଦ
41313
ଜାତୀୟ
24209
ରାଜନୀତି
9029
Must Read
ମୁଖ୍ୟ ଖବର
ବର୍ଷା ହେଲେ ବଢୁଛି ଭୁସ୍ଖଳନ ଭୟ : ଗଜପତି ଜିଲ୍ଲାର ୧୩୯ଟି ସ୍ଥାନକୁ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳ ଭାବେ ଚିହ୍ନଟ
Odisha
ତେଜୁଛି ରେଭେନ୍ସା ବିବାଦ : ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ
Odisha
ଜାତୀୟ ହସ୍ତତନ୍ତ ଦିବସ :୪୦ କିମି ଦୂରରେ ଥିବା କର୍ଡୋଲା ଗାଁ ଏବେ ବୁଣାକାର ଗାଁ ଭାବେ ପାଇଛି ସ୍ବତନ୍ତ୍ର ପରିଚୟ