LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Home
ତାଜା ଖବର
ତାଜା ଖବର
Budget
CBSE
Cinema
CWC2022
CWG 2022
ତାଜା ଖବର
ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ । ବିଳମ୍ବିତ ରାତିରେ କେନ୍ଦ୍ରାପଡାର ଜଲି ଛକ ଠାରୁ ଜବତ କଲା ପୋଲସ । କଣ୍ଟେନର ସହ ୧୨ଜଣ ଗୋଚାଲଣକାରୀ ଗିରଫ ।
ତାଜା ଖବର
ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେବାର ଭିଡିଓ ଭାଇରାଲ । ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ କିରାଣୀ ଲାଞ୍ଚ ନେଉଥିବା ଭିଡିଓରେ ସ୍ପଷ୍ଟ । ଶ୍ରମିକ ଚାଲାଣ ଲାଇସେନ୍ସ ପାଇଁ ଲାଞ୍ଚ ନେଉଥିଲେ କର୍ମଚାରୀ...
ତାଜା ଖବର
ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରସ୍ଥିତ ଜାତୀୟ ରାଜପଥରେ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।
ତାଜା ଖବର
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ନାଗାପଲ୍ଲୀ ରିଜର୍ଭ ଫରେଷ୍ଟରେ ବାଘ । କଲରାପତରିଆ ବାଘର ପାଦଚିହ୍ନ ଠାବ କଲା ବନବିଭାଗ ।
ତାଜା ଖବର
କଟକ ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ କାରଖାନାରେ ଚଢ଼ାଉ । ୫ଟ୍ରକ୍ ବାଣ ଓ ବାଣ ତିଆରି ସାମଗ୍ରି ଜବତ,୧୨ଜଣ ଅଟକ ।
ତାଜା ଖବର
ପୁରୀ ଆଇପିଏସ୍ ମେସ୍ ହୀରକ ଭବନରେ ହୋମଗାର୍ଡଙ୍କ ଆତ୍ମହତ୍ୟା । ହୋମଗାର୍ଡଙ୍କ ନାମ ହେଉଛି ସରୋଜ ପ୍ରଧାନ । ଘର ଭିତରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା ।
ତାଜା ଖବର
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନକଟିକାନି ଗ୍ରାମ ପଞ୍ଚାୟତ ଅମୁର୍ଲାପଦର ଦରଲୀପଡା ଗ୍ରାମର ଦୁର୍ଜନ...
ତାଜା ଖବର
୮ ଅଧ୍ୟାପକଙ୍କ ବଦଳିକୁ ବିରୋଧ । ଗଙ୍ଗାଧର ମେହେର କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । ଆନ୍ଦୋଳନକୁ ବିଭିନ୍ନ ସଂଗଠନର ସମର୍ଥନ ।
ତାଜା ଖବର
ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ । ୧୧ ଜଣିଆ ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କଲା ପିସିସି ।
1
...
4,572
4,573
4,574
...
4,580
Page 4,573 of 4,580
Categories
ମୁଖ୍ୟ ଖବର
45898
ଓଡ଼ିଶା
43039
ତାଜା ଖବର
41212
ହାଇଲାଇଟ୍ ସମ୍ବାଦ
38454
ଜାତୀୟ
23207
ରାଜନୀତି
8673
Must Read
ଜାତୀୟ
‘ପୁରା ଭାରତର ପୁରୁଷ ସମାଜ ମହିଳାଙ୍କୁ ନେଇ ଆତଙ୍କିତ’,ଭାଇରାଲ ହେଉଛି ବସରେ ଆଣ୍ଟିଙ୍କ ସହ କଳି ଭିଡିଓ
ଓଡ଼ିଶା
ବାତ୍ୟା ‘ମୋନ୍ଥା’କୁ ଭୟ କରନ୍ତୁ ନାହିଁ, ସତର୍କ ରୁହନ୍ତୁ : ନବୀନ
ଜାତୀୟ
AI ଖାଇଦେଲା ୩୦,୦୦୦ କର୍ମଚାରୀଙ୍କ ଚାକିରି!