ତାଜା ଖବର

ଇଟାଲି: କରୋନାରେ ଇଟାଲିରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ମୃତ୍ୟୁ । ଆଜି ଦିନକରେ ୩୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ବ୍ରହ୍ମପୁର: କରୋନା ଭାଇରସ୍ ଆତଙ୍କ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲେ ଗଞ୍ଜାମ ଜିଲ୍ଲାପାଳ । ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ...

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ରହିବ ନନ୍ଦନକାନ ଓ ବଟାନିକାଲ ଗାର୍ଡେନ୍ । ମାର୍ଚ୍ଚ ୧୫ରୁ ୩୧ ତାରିଖ ଯାଏଁ ବନ୍ଦ ରହିବା ନେଇ ନନ୍ଦନକାନନ ପ୍ରାଣୀ...